ଅନାସ୍ଥାରେ ହାରିଗଲେ ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା
କେନ୍ଦ୍ରାପଡା: ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଅନାସ୍ଥାରେ ହାରି ପଦ ହରାଇଲେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ।୬୨ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଲା ୪୯ ଭୋଟ୍ । ଏଥିସହ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ…