ଆମେରିକାର ଉପସଚିବଙ୍କୁ ଭେଟିଲେ ବିକ୍ରମ ମିଶ୍ରୀ; ଜାଣନ୍ତୁ ଏହା କେତେ ଗୁରୁତ୍ବପୂର୍ଣ୍ଣ…
ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୱାଶିଂଟନରେ ଆମେରିକାର ଉପସଚିବ ଜେଫ୍ରି କେସଲରଙ୍କୁ ଭେଟିଛନ୍ତି । ସେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଛନ୍ତି। ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି।…