Latest Odisha News

BREAKING NEWS

ସୁନା ଦରରେ ବଡ଼ ପରିବର୍ତ୍ତନ, ଆଜି ହଠାତ୍ ଏତେ କମିଗଲା

ଭୁବନେଶ୍ୱର : ସୁନା ବଜାରରେ ଗତ ଦୁଇ ଦିନ ମଧ୍ୟରେ ଅଭୂତପୂର୍ବ ଉତ୍ଥାନ-ପତନ ଦେଖିବାକୁ ମିଳିଛି, ଯାହା ନିବେଶକ ଏବଂ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି। ମଙ୍ଗଳବାର ଦିନ ସୁନା ମୂଲ୍ୟ ରେକର୍ଡ ସୃଷ୍ଟି କରି ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା, କିନ୍ତୁ ଆଜି, ୨୩ ଏପ୍ରିଲ,…

ସରକାରଙ୍କ କ୍ଷତିପୂରଣ ଘୋଷଣା: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଶ୍ରୀନଗର: ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା। କ୍ଷତିପୂରଣ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର। ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ସରକାର। ସେହିପରି ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର…

ଆଜି କ୍ୟାବିନେଟ ବୈଠକ; ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସରକାରୀ ସୂତ୍ର ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ବୈଠକ ଅପରାହ୍ନ ପ୍ରାୟ ୨.୩୦ ରେ ଲୋକସଭା ଭବନରେ ଅନୁଷ୍ଠିତ ହେବାର ସମ୍ଭାବନା…

ପହଲଗାମ୍ ଆତଙ୍କୀ ହାମ୍‌ଲା: ମୃତ ଓଡ଼ିଆ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରେ ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଛି। ଦେଶକୁ ସ୍ତବ୍ଦ କରି ଦେଇଛି ଏହି ଆକ୍ରମଣ। ସେନା ପୋଷାକ ପିନ୍ଧି ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ। ଏଥିରେ ୨୯ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ…

ଆତଙ୍କବାଦୀ ଆକ୍ରମଣ ପରେ ୫ ମାସର ବୁକିଂ ବାତିଲ କରୁଛନ୍ତି ପର୍ଯ୍ୟଟକ, କେତେ କ୍ଷତି ସହିବେ କାଶ୍ମୀର ଲୋକ ?

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନକେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଜାମହେଲେ ଏବେ ବେଶି ଚିନ୍ତାରେ ଅଛନ୍ତି ଜମ୍ମୁ ଓ କାଶ୍ମୀର ଲୋକ। ସେମାନଙ୍କୁ ଏବେ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ିବ। ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁ…

ବିଏମସି ଉଚ୍ଛେଦକୁ ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍

ଭୁବନେଶ୍ୱର: ବିଏମସି ଉଚ୍ଛେଦକୁ ନେଇ ହାଇକୋର୍ଟଙ୍କ ଫକ୍ଷରୁ ମିଳିଲା ଗ୍ରୀନ୍ ସିଗନାଲ୍। ଘାଟିକିଆ ବାରମାଣସାହି ଗାଁକୁ ଯାଇଥିବା ବିଏମସି ରାସ୍ତାରୁ ହଟିବ ଅବରୋଧ। ବେଆଇନ ଭାବେ ବନ୍ଧା ଯାଇଥିବା ଟେଣ୍ଟ୍ ଉଖୁଡ଼ିବ। ବିଏମସିର ପିଚୁ ରାସ୍ତାରେ ଗଦା ଯାଇଥିବା ମାଟିକୁ ଉଚ୍ଛେଦ କରିବ ବିଏମସି।…

ପହଲଗାମ ଆତଙ୍କୀ ଆକ୍ରମଣ: ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ

ଭୁବନେଶ୍ବର: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଶ୍ରୀନଗରରୁ ଆଜି ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ । ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ । ଏହା ପରେ ବାଲେଶ୍ବର ରେମୁଣା ଅଞ୍ଚଳର…

ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଭୁବନେଶ୍ବର: ଅପ୍ରେଲ ୨୩ ତାରିଖ ଅର୍ଥାତ୍ ଆଜି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ…

ସେନା-ଆତଙ୍କୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍…

ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌

ଭୁବନେଶ୍ୱର: ଆହୁରି ମଜଭୁତ ହେବ ଅଗ୍ନିଶମ ବିଭାଗ। କାରଣ ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌। ଗୋଟିଏ ଉପକୂଳ ଓ ଅନ୍ୟଟି ପଶ୍ଚିମାଞ୍ଚଳରେ ରହିବ। ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ ଲାଗି ପଡ଼ିଛନ୍ତି। ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ…