ବିଏମସି ଉପରେ ଅସନ୍ତୋଷ, କ୍ଷୁବ୍ଧ ରାଜଧାନୀବାସୀ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟର କଲେ ଉଦ୍ଘାଟନ
ଭୁବନେଶ୍ୱର: ବିକାଶ ନାଁରେ ଅନେକ ନାରାବାଜି ଶୁଣିଛୁ, ଆଉ ଅପେକ୍ଷା କରିଲୁଣି ମଧ୍ୟ, ଧୈର୍ଯ୍ୟର ଗୋଟିଏ ସୀମା ରେଖି ଅଛି ତାହା ଏବେ ଆଉ ନାହିଁ। ଏପରି କିଛି କହି ଭୁବନେଶ୍ୱରର ଅଞ୍ଚଳର ପଳାଶୁଣି ବାସିନ୍ଦାମାନେ ନିଜ ଉଦ୍ୟମରେ ଏକ ୧୦୦ କୋଟି ଟଙ୍କା ମୂଲ୍ୟର ଆବର୍ଜନା ପ୍ରକ୍ରିୟାକରଣ କାରଖାନାର…