ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ମଧ୍ୟରାତ୍ରୀରେ ପଡ଼ିବ ହାତଗଣ୍ଠି
ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମେ ୩୦ ତାରିଖ ରାତି ୧୨ଟା ୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି। ରାତି ୧୦ଟା ୪୦ରୁ ୧୧ଟା ୩୦ ମଧ୍ୟରେ ବିମାନରେ ବିଜେ କରିବେ ମହାପ୍ରଭୁ।
ବିମାନରେ ବିଜେ କରି କେଦାରଗୌରୀ ମନ୍ଦିରରେ ପହଞ୍ଚିବେ।…