ଓଡ଼ିଶା ଇତିହାସରେ ପ୍ରଥମ, ମୁଖ୍ୟମନ୍ତ୍ରୀ ଶୁଣିଲେ ୨୪୦୦ ଗୁହାରି
ସମ୍ବଲପୁର: ଓଡ଼ିଶା ଇତିହାସରେ ପ୍ରଥମଥର ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଛି। ପଶ୍ଚିମ ଓଡିଶାରେ ହୋଇଛି ଜନ ଶୁଣାସି। ସମ୍ବଲପୁରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଅନ୍ଲାଇନ ଓ ଅଫ୍ଲାଇନକୁ ମିଶାଇ ପ୍ରାୟ ୨୪୦୦ ଅଭିଯୋଗ ପଞ୍ଜୀକରଣ ସହ ଶୁଣାଣି ହୋଇଛି। ପ୍ରାୟ…