ଜଙ୍ଗଲରେ କେମିିତି ଜୀବନ ବିତାନ୍ତି ମାଓବାଦୀ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାତିର କାହାଣୀ
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମତି ଶାହଙ୍କ ଆହ୍ୱାନରେ ଆରମ୍ଭ ହୋଇଛି ମାଓବାଦୀ ଦମନ। ସବୁଦିନ ମାଓବାଦୀଙ୍କୁ ନିପାତ କରୁଥିବାର ଖବର ସାମ୍ନାକୁ ଆସୁଛି। ହେଲେ ଆପଣମାନେ କେବେ ଭାବିଛନ୍ତି ଏହି ମାଓବାଦୀମାନେ କେମିତି ଘଞ୍ଚ ଜଙ୍ଗଲ ଜୀବନ ବିତାନ୍ତି। ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ ଓ…