Latest Odisha News

BREAKING NEWS

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ନିଲମ୍ବିତ

ବାଲେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ…

କିଟ୍ ପକ୍ଷରୁ ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା

ଭୁବନେଶ୍ୱର: କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏଥିସହିତ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ…

35 ମିନିଟ ଡେରିରେ ସିନେମା ଚାଲିବାରୁ ଫାଇନ, କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦର୍ଶକ

ନୂଆଦିଲ୍ଲୀ: PVR Cinemas, INOXକୁ ଜରିମାନା । ବେଙ୍ଗଳୁରୁର ଖାଉଟି ଅଦାଲତ PVR Cinemas, INOX ଉପରେ ୬୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଷେକ ଏମ୍. ଆର୍. ନାମକ ଜଣେ ୩୦ ବର୍ଷୀୟ ଯୁବକ, PVR Cinemas, INOX ଏବଂ BookMyShow ବିରୋଧରେ ଅଦାଲତ ଯାଇଥିଲେ । ୨୦୨୩ରେ ଅଭିଷେକ ବୁକ୍…

କିଚେନକୁ ‘ବାଥରୁମ’ କହି ଟ୍ରୋଲ ହେଲେ କରନ ଜୋହର

ନୂଆଦିଲ୍ଲୀ: କିଚେନକୁ 'ବାଥରୁମ' କହି ଟ୍ରୋଲ ହେଲେ କରନ ଜୋହର। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, କରଣ ଜୋହର କୋରିଓଗ୍ରାଫର ଫରହା ଖାନଙ୍କୁ ନିଜର ଘରର ଟୁର କରାଇ ରୋଷେଇ ଘରକୁ ନେବା ସମୟରେ  ରୋଷେଇ ଘର ଏବଂ ବାଥରୁମ ମଧ୍ୟରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।…

ଚାମ୍ପିୟନ୍ସ ଟ୍ରଫିରେ ୪ର୍ଥ ଥର ପାଇଁ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

କରାଚୀ: ୱିଲ ୟଙ୍ଗ ଓ ଟମ ଲାଥାମଙ୍କ ଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉଦଘାଟନୀ ମୁକାବିଲାରେ ଆୟୋଜକ ପାକିସ୍ତାନକୁ ୬୦ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ…

ଯେନତେନ ପ୍ରକାରେଣ ହସିନାଙ୍କୁ ଆଣିବୁ, ଆହୁରି କଠୋର ହେଲେ ବାଂଲାଦେଶ PM

ନୂଆଦିଲ୍ଲୀ : ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣରେ ନେବା ବାଂଲାଦେଶ ସରକାରଙ୍କ ଏକ ମାତ୍ର ପ୍ରମୁଖ ପ୍ରାଥମିକତା । ଯେମିତି ହେଲେ ବି ହସିନାଙ୍କୁ ପ୍ରତ୍ୟର୍ପଣରେ ନିଆଯିବ ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଶୁଣାଣି କରାଯିବ । ତାଙ୍କ ଉପସ୍ଥିତିରେ ହିଁ ମାମଲା ସବୁର ଶୁଣାଣି କରାଯିବ…

ଦିଲ୍ଲୀ ଦଳାଚକଟାରେ ଆସିଲା ସାଂଘାତିକ ସତ, ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାକୁ ନେଇ ଭାରତୀୟ ରେଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କାହିଁକି ଟ୍ରେନର ବଗି ଏବଂ ସିଟ୍ କ୍ଷମତାଠାରୁ ଅଧିକ ଟିକେଟ୍ ବିକ୍ରି କରା ଯାଇଥିଲା ? କାହିଁକି ଟିକେଟ୍ ବିକ୍ରିର କୌଣସି ସୀମା ନଥିଲା ? କାହିଁକି ରେଳବାଇ ଆଇନର…

ଆସିଲା ରିପୋର୍ଟ; ଜାଣନ୍ତୁ କେଉଁ ଜିଲାରେ ଅଛନ୍ତି କେତେ ହାତୀ?

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ନଭେମ୍ବର ୨୦୨୪ରେ ରାଜ୍ୟରେ ହୋଇଥିବା ହାତୀ ଗଣନା ରିପୋର୍ଟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳରେ ୨୯୧ଟି ହାତୀ ଏବଂ ତୃତୀୟରେ ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ ରହିଛନ୍ତି । ଏହାପରେ…

ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଏମଓୟୁ

ଭୁବନେଶ୍ୱର: ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ । ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ…

ଖାଁ ଖାଁ ଷ୍ଟାଡିୟମ; ପାକିସ୍ତାନର ମ୍ୟାଚ ଦେଖିବାକୁ ଆସିଲେନି ପାକ୍ ଦର୍ଶକ

କରାଚୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଛି। ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଏହା ସତ୍ତ୍ୱେ ସାରା ବିଶ୍ୱରେ ପାକିସ୍ତାନର ମଜାକ ଉଡୁଛି। ଆଜି ଚାମ୍ପିୟନ୍ସ ଟ୍ରଫିର…