ପୁଣି ବଢିଲା ସୁନା ରୂପା ଦର, ଜାଣନ୍ତୁ କେତେ ବୃଦ୍ଧି ପାଇଲା
ଭୁବନେଶ୍ୱର: ପୁଣି ଥରେ ବୃଦ୍ଧି ପାଇଛି ସୂନା ରୂପା ଦର । କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍ । ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୂପା ଦର...
ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା…