ଡ଼ାକ୍ତରରୁ କୁଖ୍ୟାତ ସିରିଏଲ୍ କିଲର; ରାଜସ୍ଥାନରୁ ଗିରଫ ଦେବେନ୍ଦ୍ର ଶର୍ମା
ନୂଆଦିଲ୍ଲୀ: କୁଖ୍ୟାତ ସିରିଏଲ୍ କିଲର 'ଡକ୍ଟର ଡେଥ୍' ଓରଫ ଦେବେନ୍ଦ୍ର ଶର୍ମାକୁ ଦିଲ୍ଲୀ ପୋଲିସ ରାଜସ୍ଥାନର ଦୌସା ରୁ ଗିରଫ କରିଛି। ସେ ଆଲିଗଡ଼ର ଛାରା ଥାନା ଅଞ୍ଚଳର ପୁରାଇନି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୬୭ ବୋଲି ଜଣାପଡ଼ିଛି। ସେ ଛାରା ଥାନାରେ ହିଷ୍ଟରିସିଟର ଭାବରେ…