Latest Odisha News

BREAKING NEWS

ପ୍ଲେ ଅଫର ନିକଟତର ହେଲା ପଞ୍ଜାବ କିଙ୍ଗସ

ଜୟପୁର: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହ ପଞ୍ଜାବ ପ୍ଲେ ଅଫର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ କରି ନେହାଲ ବଢ଼େରା ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ଇନିଂସ ବଳରେ ୨୧୯ ରନ ସଂଗ୍ରହ କରିଥିଲା…

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପିଶାଚ ବାପାକୁ ୨୦ ବର୍ଷ ଜେଲ୍‌

କଟକ: ନିଜର ୬ ବର୍ଷିୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ପିଶାଚ ବାପାକୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ସବିତା ଦାସ । ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି…

ଓଡିଶାକୁ ‘ଗ୍ରେଟର ବାଂଲାଦେଶ’ର ଅଂଶଭାବେ ମାନଚିତ୍ରରେ ଦର୍ଶାଇଲା ତୁର୍କୀ ସମର୍ଥିତ ଗୋଷ୍ଠୀ !

ଢାକା: ପାକିସ୍ତାନକୁ ସମର୍ଥନ କରିବା ନେଇ ଭାରତ ତୁର୍କୀ ସହିତ ସମ୍ପର୍କ ଛିନ୍ନ କରୁଛି । ଏହି ସମୟରେ ପାକିସ୍ତାନର ବନ୍ଧୁ ତୁର୍କୀ ଏବେ ଭାରତର ପୂର୍ବ ପଡ଼ୋଶୀ ବାଂଲାଦେଶରେ ଅଧିକ ସକ୍ରିୟ ହେବାରେ ଲାଗିଛି। ତୁର୍କୀ ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ଏକ ତଥାକଥିତ ଗ୍ରେଟର ବାଂଲାଦେଶର…

ୱାଇଆରଏଫ ସ୍ପାଇ ୟୁନିଭର୍ସରେ ଆଗକୁ ବି ଅଭିନୟ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଚଳିତ ବର୍ଷ ବହୂ ପ୍ରତିକ୍ଷୀତ ୱାର ୨ ଫିଲ୍ମ ରିଲିଜ ହେବାକୁ ଯାଉଛି । ୟଶରାଜ ବ୍ୟାନରର ଏହି ଫିଲ୍ମରେ ହ୍ରିତିକ ରୋଶନ, କିୟାରା ଆଡଭାନୀ ଓ ଜୁନିୟର ଏନଟିଆର ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ୟଶରାଜ ସ୍ପାଇ ୟୁନିଭର୍ସର ଏହି ସିରିଜରେ ଆଗକୁ ଜୁନିୟର ଏନଟିଆରଙ୍କୁ ଦେଖିବାକୁ ମିଳିବ…

ଏହି କାରଣ ଦର୍ଶାଇ ଭାରତରୁ ରପ୍ତାନି ଆମ୍ବ ରଖିଲାନି ଆମେରିକା, ୪ କୋଟି ନଷ୍ଟ

ନୂଆଦିଲ୍ଲୀ: ଭାରତରୁ ସବୁଠାରୁ ଅଧିକ ଆମ୍ବ ଆମେରିକାକୁ ରପ୍ତାନି ହୋଇଥାଏ। କିନ୍ତୁ ନିକଟରେ ଭାରତରୁ ବିମାନ ଯୋଗେ ପଠାଯାଇଥିବା ଆମ୍ବକୁ ଆମେରିକା ଫେରାଇ ଦେଇଛି। ତେବେ ଏହାର କାରଣ ଡକ୍ୟୁମେଣ୍ଟ ଠିକ୍ ନଥିବା କୁହାଯାଇଥିଲା। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଏହି ଆମ୍ବଗୁଡ଼ିକୁ…

୧ ଟଙ୍କାର ଜିଏସଟି ପାଇଁ ରେଷ୍ଟୁରାଣ୍ଟକୁ ୮ ହଜାର ଫାଇନ, ଜାଣନ୍ତୁ ପୂରା ଘଟଣା…

ଭୋପାଳ: ଏକ ପାଣି ବୋତଲ ଉପରେ ୧ ଟଙ୍କା ଜିଏସଟି ଆଦାୟ କରିବା ଘଟଣାରେ ଏକ ରେଷ୍ଟୁରାଣ୍ଟକୁ ୮୦୦୦ ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୋପାଳର କଞ୍ଜ୍ୟୁମର ଫୋରମ୍। ଘଟଣାଟି ଅକ୍ଟୋବର ୨୦୨୧ର। ଐଶ୍ୱର୍ଯ୍ୟା ନାମକ ଗ୍ରାହକ ଭୋପାଳର ଏକ ରେଷ୍ଟୁରାଣ୍ଟରେ ତାଙ୍କ ବନ୍ଧୁମାନଙ୍କ ସହିତ…

ଖୁବଶୀଘ୍ର ନୟାଗଡରୁ ବୌଦ୍ଧକୁ ଟ୍ରେନ୍ ଚାଲିବ: ମୁଖ୍ୟମନ୍ତ୍ରୀ

ବୌଦ୍ଧ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି ।…

ରାହୁଲ ବୈଦ୍ୟଙ୍କୁ ଅନବ୍ଲକ୍ କଲେ କି କୋହଲି…

ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା…

ଦିନେ ଭୁଲ୍ କହିଥିଲେ, ଆଜି ନିଜେ ବାହାରିଲେ….ଭାଇରାଲ ହେଉଛି ପାକିସ୍ତାନୀ ସ୍ପାଏ ଜ୍ୟୋତିଙ୍କ ଭିଡିଓ…

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଏବେ ଫିଟୁଛି ଗୁମର । କଥା ହରିୟାଣାରୁ ଆରମ୍ଭ ହୋଇ ଓଡିଶାରେ ପହଞ୍ଚିଲାଣି । ଏବେ ଜ୍ୟୋତିଙ୍କୁ ପଚରାଉଚରା କରାଯାଉଛି। ଓଡିଶାର ଜଣେ ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ତାଙ୍କର ଲିଙ୍କ…

କାଙ୍ଗାଳ ପାକିସ୍ତାନ କୁଖ୍ୟାତ ଆତଙ୍କୀ ଆଝାରକୁ ଦେବ ୧୪ କୋଟି…. ହେଲେ କେମିତି?

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ । ନିଜେ କାଙ୍ଗାଳ । ଆଇଏମଏଫ ଆଗରେ ହାତ ପତଉଛି । ହେଲେ ଆତଙ୍କୀ ମସୁଦ ଆଝାରକୁ କାଳେ ୧୪ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । 'ଅପରେସନ୍ ସିନ୍ଦୂର' ସମୟରେ, ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା ଏବଂ…