Latest Odisha News

BREAKING NEWS

ବିଓପିଟି ଏବଂ ବିଏଫ୍ଏସ୍‌ଆଇ ସହ ଉଚ୍ଚଶିକ୍ଷା ବିଭାଗର ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ (ବିଓପିଟି) (BOPT- Board of Practical Training) ଏବଂ ବିଏଫ୍ଏସ୍‌ଆଇ ସେକ୍ଟର ସ୍କିଲ କାଉନସିଲ ଅଫ୍ ଇଣ୍ଡିଆ, ମୁମ୍ବାଇ (BFSI Sector Skill Council Of India, Mumbai) ସହ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗର ବୁଝାମଣା ପତ୍ର…

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଇଗ୍ନୁର କୁଳପତିଙ୍କର ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ବର: ଆଜି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଥିଲେ। ଏହି ଅବସରରେ ପ୍ରଫେସର ଉମା କାଞ୍ଜିଲାଲ୍ ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ…

ଉନ୍ମୋଚନ ହେଲା ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ…

ବଜ୍ରପାତରେ ଜଣେ ଶ୍ରମିକ ମୃତ, ଅନ୍ୟ ୫ ଶ୍ରମିକ ଡାକ୍ତାରଖାନାରେ ଭର୍ତ୍ତି

ନବରଙ୍ଗପୁର: ବିଜୁଳି ଘଡ଼ଘଡ଼ି ବର୍ଷା ହେଲା କାଳ। ଇଟାଭାଟିରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାରିଗୁଡ଼ାରେ ବଜ୍ରପାତ ହୋଇ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଓ ଚାରି ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ…

ଚଳିତ ରଥଯାତ୍ରାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ…

ସୋନିଆ ଓ ରାହୁଲଙ୍କ ନାଁରେ ଚାର୍ଜସିଟ୍‌, ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଫାଇଲ

ନୂଆଦିଲ୍ଲୀ:ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଦୁର୍ନୀତି ଫାଇଲ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚାର୍ଜସିଟରେ ଅନ୍ୟତମ କଂଗ୍ରେସ ନେତା ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ…

ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌: ପୁରୁଷ ବର୍ଗରେ ପଞ୍ଜାବ ପୋଲିସ ଓ ମହିଳା ବର୍ଗରେ ସିଆରପିଏଫ୍ ଚାମ୍ପିୟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌-୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପତି ଯୋଗ ଦେଇ ଚାମ୍ପିୟନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ…

କେଉଁ ରାଶିର ଲୋକ ହୁଅନ୍ତି ଅଧିକ ଧନୀ? ଜ୍ୟୋତିଷ ଶାସ୍ତ୍ର କ’ଣ କୁହେ?

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାଶିଫଳ ଏକ ବ୍ୟକ୍ତିର ଜୀବନ, ସ୍ୱଭାବ, କ୍ୟାରିଅର ଏବଂ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ…

ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍ ବୋଲି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଜଜ୍ ପଙ୍କଜ ମିତ୍ତଲ। ସୁପ୍ରିମକୋର୍ଟର ୭୫ ବର୍ଷ ପୂରଣ ହେବା ଅବସରରେ ୧୨ ଏପ୍ରିଲରେ ଭୋପାଳର ନ୍ୟାସନାଲ୍ ଲ' ଇନଷ୍ଟିଚ୍ୟୁଟ୍ ୟୁନିଭରସିଟି (ଏନଏଲଆଇୟୁ) ରେ ଅନୁଷ୍ଠିତ…

ୱାଙ୍ଖେଡରେ ହେବ ରୋହିତଙ୍କ ନାମରେ ଷ୍ଟାଣ୍ଡ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡରେ ଏକ ଷ୍ଟାଣ୍ଡର ନାମକରଣ କରିବା ପାଇଁ ନିଷ୍ପତି ନେଇଛି । ଏମସିଏ ବାର୍ଷିକ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବ…