ଉଦଘାଟନର ୩ ଦିନ ମଧ୍ୟରେ ସେତୁରେ ଫାଟ; ପାଣିରେ ପଡ଼ିଲା ୩୮୩୧ କୋଟି ଟଙ୍କା
ପାଟନା: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ରାଜଧାନୀ ପାଟନାରେ ୩ ଦିନ ପୂର୍ବରୁ ଜେପି ଗଙ୍ଗା ପଥ ସେତୁର ଉଦଘାଟନ କରିଥିଲେ। ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେତୁରେ ଫାଟ ହୋଇଥିବା ଦେଖାଯାଉଛି।
ତେବେ ଏହି ସେତୁ ନିର୍ମାଣରେ ୩୮୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା…