ସଲମାନଙ୍କୁ ହତ୍ୟା ଧମକ, ଗୁଜରାଟରୁ ଅଭିଯୁକ୍ତ ଚିହ୍ନଟ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ସୋମବାର ସକାଳେ ମୁମ୍ବାଇର ଓ୍ଵର୍ଲି ଟ୍ରାଫିକ ବିଭାଗର ହ୍ଵାଟ୍ସଆପ୍ ନମ୍ବରକୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରିବା ସହ ତାଙ୍କ ଗାଡ଼ିକୁ ବମ୍ରେ ଉଡ଼ାଇ ଦେବା…