ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ
ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଡ୍ରୋନ୍ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ସମ୍ୱେଦନଶୀଳ ଅଞ୍ଚଳ। ହାଇ ଆଲର୍ଟରେ ସମ୍ବଲପୁର ଓ ଭଦ୍ରକ ରହିଛି।
ସାରା ଓଡ଼ିଶାରେ…