ପାକିସ୍ତାନକୁ ଅସ୍ତ୍ର ଯୋଗାଉଥିବା ତୁର୍କୀକୁ ଆମେରିକା ଦେଉଛି ସାଂଘାତିକ ମିସାଇଲ, ଟ୍ରମ୍ପଙ୍କ ଦୋମୁହାଁ ନୀତି
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଗ ମଧ୍ୟରେ ତୁର୍କୀ ଖୋଲାଖୋଲି ପାକିସ୍ତାନର ପକ୍ଷ ନେଇଛି। ଶତାଧିକ ଡ୍ରୋନ ଏବଂ ସାମରିକ ଅପରେଟିଭ୍ ପଠାଇ ତୁର୍କୀ ପାକିସ୍ତାନକୁ ବୈଷୟିକ ଓ ସାମରିକ ସହାୟତା ପ୍ରଦାନ କରିଛି। ଏହାର ପ୍ରତିକ୍ରିୟାରେ ଭାରତରେ ତୁର୍କୀ ବିରୋଧରେ ତୀବ୍ର…