Latest Odisha News

BREAKING NEWS

ଘର ଅଗଣାରେ ଏହି ଗଛ ଲଗାଇବା ଅଶୁଭ..

ଭୁବନେଶ୍ବର: ଘର ଅଗଣାରେ ଗଛ ଥିଲେ ପରିବେଶ ସୁନ୍ଦର ଦିଶେ । ଏଥିସହ ଘରେ ସକାରାତ୍ମକ ଉର୍ଜା ଆସିଥାଏ । କିନ୍ତୁ ଏପରି କିଛି ଗଛ ଅଛି ବାସ୍ତୁ ଅନୁସାରେ ଏହା ଘର ଅଗଣାରେ ରହିଲେ ଅଶୁଭ ମନେ କରାଯାଏ । -ବାସ୍ତୁଅନୁସାରେ ଖଜୁରି ଗଛ ଘର ଅଗଣାରେ ଥିଲେ ଦାରିଦ୍ରତା ମାଡି ଆସେ । ଘରର କାର୍ଯ୍ୟରେ…

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି…

କମିବ ରାତି ତାପମାତ୍ରା, ୧୬ରୁ ପୁଣି ବଢ଼ିବ ତାତି

ଭୁବନେଶ୍ବର: ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର। ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି। ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଜି (ଶୁକ୍ରବାର)କମିବ ରାତି ତାପମାତ୍ରା। ଦିନ…

ପୁଲୱାମା ଆକ୍ରମଣ: ଆଜି ବି ମନେ ପଡ଼ିଲେ ଟାଙ୍କୁରୀ ଉଠେ ଲୋମ

ନୂଆଦିଲ୍ଲୀ: ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ…

ପ୍ରେମ ପାଇଁ ଦିନ ଟିଏ: ପ୍ରେମ ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର

ଭୁବନେଶ୍ଵର: ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ…

ସିଆରପିଏଫ୍ ଯବାନ ନିଜ ଶିବିର ଉପରେ ଚଳାଇଲେ ଗୁଳି, ଏହାପରେ କଲେ ଆତ୍ମହତ୍ୟା

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଜଣେ ସିଆରପିଏଫ୍ ଯବାନ ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଶିବିରରେ ଘଟିଛି । ସୂଚନାନୁସାରେ, ଜଣେ ଯବାନ ଆଖିବୁଜା ଗୁଳିଚାଳନା କରି ତାଙ୍କର ଦୁଇ…

ଆମେ ପୂର୍ବଜ କଣ ଆସିଥିଲେ ମଙ୍ଗଳ ଗ୍ରହରୁ

ଆମେ ସବୁ କଣ ମଙ୍ଗଳ ଗ୍ରହର ବଂଶଜ । ଅବଶ୍ୟ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନି । ମାତ୍ର ନିକଟରେ କେତେକ ବୈଜ୍ଞାନିକମାନଙ୍କ ଗବେଷଣା ଏଥିପ୍ରତି କିଛି ମାତ୍ରାରେ ଈଶାରା ପ୍ରଦାନ କରିଛି । ପୃଥିବୀରେ ଜୀବନର ଆରମ୍ଭ ପ୍ରାୟ ୪.୨ ବିଲିୟନ ବର୍ଷ ତଳେ ହୋଇଥିବା ଅନୁମାନ କରାଯାଉଛି ।…

କାହିଁକି କେଶ କାଟନ୍ତିନି ନାଗା ସାଧୁ ?

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହା ଆୟୋଜନ। କୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ। ନାଗା ସାଧୁଙ୍କୁ ଦେଖିବାକୁ ଓ ସେମାନଙ୍କ ଜୀବନ ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ। ସେହିପରି ନାଗା ସାଧୁଙ୍କ କେଶ ସେମାନଙ୍କ ପ୍ରତି ଆକର୍ଷଣର ମାଧ୍ୟମ ବୋଲି…

ସଡ଼କ ସୁରକ୍ଷା ମାସର ପ୍ରଭାବ; ଜାନୁଆରୀରେ କମିଲା ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା।ଜାନୁଆରୀରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା ସହ ତଦଜନିତ ମୃତ୍ୟୁ ସଂଖ୍ୟା। ୨୦୨୫ ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ କରାଯାଇଥିଲା। ଏହି ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ବିପୁଳ ସ୍ୱାଗତ

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ହଟେଇଛି ବିଜେପି ।…