ପୋଲିସ ହାବୁଡରେ ଗଞ୍ଜେଇ ମାଫିଆ, ଚୋରା ଚାଲାଣ ବେଳେ ୪ ଗିରଫ
ବରଗଡ଼: ବୌଦ୍ଧ ଜିଲ୍ଲାରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ଗଞ୍ଜେଇ। ମାଡିବସିଲା ପୋଲିସ। ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ। ବରଗଡ଼ ହଳଦୀପାଲି ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବରଗଡ଼ରୁ ବିପୁଳ ପରିମାଣର…