Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪: ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଶ୍ରୀକୃଷ୍ଣ ଭକ୍ତିରେ ରଶାଣିତ ହୋଇ ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହି ଶୁଦ୍ଧ ଭକ୍ତିର ସ୍ୱରୂପ କଣ? ବିଭିନ୍ନ ଯୋଗୀ, ଋଷି, ଜ୍ଞାନୀ, ମୁନିଙ୍କ ମତ ଅନୁସାରେ ଏହାର ସଂଜ୍ଞା…

ଦେଓମାଳିରେ କଟକଣା ଲାଗୁ; ଆସିଲା ଏହି ସବୁ ନିୟମ..

କୋରାପୁଟ: ‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।…

ଓଡିଶା ପୋଲିସର ବିଜୟ ;୩-୨ ଗୋଲରେ ହାରିଲା ମହାରାଷ୍ଟ୍ର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ; ୫ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଜବତ

ମାଲକାନଗିରି: ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା। ଖବରମୁତାବାକ, ଆଜି ଚିତ୍ରକୋଣ୍ଡା ବ୍ଲକର ସହକାରୀ…

ପୁରୀ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ

ପୁରୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ…

ଓଡ଼ିଶା ଯାତ୍ରୀ ସମୀକ୍ଷା: ଜନତାଙ୍କ ପାଇଁ ଜନପରିବହନ ସେବାକୁ ପ୍ରାଧାନ୍ୟ

ଭୁବନେଶ୍ୱର: ସହରାଞ୍ଚଳ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ‘ଓଡ଼ିଶା ଯାତ୍ରୀ’ ରାଇଡ଼୍ ବୁକିଂ ଆପ୍ ସେବାର ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ଏହାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ…

ଓଡିଶାରେ ସିପେଟ୍‌ର ଅଧିକ କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ସିପେଟ୍( CIPET) ପରିଦର୍ଶନରେ ଯାଇ ଓଡ଼ିଶାରେ ଏହି ପ୍ରତିଷ୍ଠାନର ଅଧିକ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି।…

୫୯ ବଲ ବାକି ଥାଇ ଚେନ୍ନାଇକୁ ହରାଇଲା କେକେଆର

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଉଭୟ ବ୍ୟାଟିଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଏକତରଫା ଭାବେ ଚେନ୍ନାଇକୁ ପରାସ୍ତ କରିଛି । ହାତରେ ୫୯ ବଲ ବାକି…

ମେଲବର୍ଣ୍ଣରେ ପୁଣି ଭାରତୀୟ ଦୂତାବାସରେ ଭଙ୍ଗାରୁଜା

ମେଲବର୍ଣ୍ଣ: ମେଲବର୍ଣ୍ଣ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ପୁଷ୍ଟି କରିଛି। ସେ କହିଛନ୍ତି ଯେ ମେଲବର୍ଣ୍ଣର ୩୪୪ ସେଣ୍ଟ କିଲ୍ଡା ରୋଡରେ ଅବସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ…

ଜେମ୍ସ ଆଣ୍ଡରସନଙ୍କୁ ମିିଳିବ ନାଇଟହୁଡ ସମ୍ମାନ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେମ୍ସ ଅଣ୍ଡେରସନଙ୍କୁ ଦେଶର ବଡ ସମ୍ମାନ ଦିଆଯିବ । କ୍ରିକେଟ ପାଇଁ ଯୋଗଦାନ ନିମନ୍ତେ ତାଙ୍କୁ ନାଇଟହୁଡ ସମ୍ମାନରେ ସମ୍ମାନୀତ କରାଯିବ । ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।…