‘ଜଗନ୍ନାଥ ଧାମ’ କେବଳ ପୁରୀରେ ଅବସ୍ଥିତ: ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ
ପୁରୀ: 'ଜଗନ୍ନାଥ ଧାମ' କେବଳ ଓଡ଼ିଶାର ପୁରୀରେ ଅବସ୍ଥିତ।ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି।
ଗୋବର୍ଦ୍ଧନ ମଠର ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ,…