Latest Odisha News

BREAKING NEWS

ରାଜଧାନୀରୁ ୫୦ ଲକ୍ଷର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ଵର: ରାଜଧାନୀରେ ୫୦ ଲକ୍ଷର ବ୍ରାଉନସୁଗାର ଜବତ। ଭୁବନେଶ୍ୱରକୁ ଆଣି ସପ୍ଲାଇ ବେଳେ ୨ ନିଶା ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ । ଏନେଇ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସୂଚନା…

ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍‌, ୯ ଗିରଫ

ରାଉରକେଲା: ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍‌ । ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ । ତାଙ୍କଠାରୁ ୩୧ଟି ମୋବାଇଲ, ୫ଟି ଲାପଟପ୍‌, ୭୮ଟି ବ୍ୟାଙ୍କ ATM କାର୍ଡ ଜବତ କରାଯାଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍‌…

କାମର ବର୍ଦ୍ଧିତ ଚାପ ମାନସିକ ସ୍ୱାସ୍ଥ୍ୟକୁ କରୁଛି ନଷ୍ଟ, ଏହି ସମସ୍ୟାରୁ ବାହାରିବେ କିପରି?

ନୂଆଦିଲ୍ଲୀ: ଆଜିକାଲିର ଦ୍ରୁତ ଜୀବନଶୈଳୀରେ କାମର ଚାପ ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏହି ବ୍ୟସ୍ତବହୁଳ କାମରେ, ଲୋକମାନେ ପ୍ରାୟତଃ ଏହା ଭୁଲିଯାଆନ୍ତି ଯେ ଏହା ତାଙ୍କର ଜୀବନ ଉପରେ ଖରାପ ପ୍ରଭାବ ପକାଏ ଏବଂ ସେମାନଙ୍କ ମସ୍ତିଷ୍କକୁ ଏହାର ମୂଲ୍ୟ ଦେବାକୁ ପଡ଼ିଥାଏ। ଯଦି କାମର ବର୍ଦ୍ଧିତ…

ଶ୍ରୀଘ୍ର କରନ୍ତୁ ଆବେଦନ, ମାସକୁ ମିଳିବ ୫ ହଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ଏପର୍ଯ୍ୟନ୍ତ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (MCA) ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ୨୦୨୫ ପାଇଁ ପଞ୍ଜିକରଣ ଶେଷ ତାରିଖ ବୃଦ୍ଧି କରିଛି । ଆଗ୍ରହୀ ଏବଂ ଯୋଗ୍ୟ…

ବିଜେଡିରେ ଘନ ଘନ ବୈଠକ

ଭୁବନେଶ୍ବର: ଦୀର୍ଘ ଦିନ ଧରି ବିଜେଡି ନେତାଙ୍କ ମନରେ କୁହୁଳୁଥିବା ଅସନ୍ତୋଷକୁ ତେଜିଛି ଓ୍ବକଫ୍ ନିଆଁ । ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ଏବେ ବଡ ଆକାର ନେଲାଣି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନେତାଙ୍କୁ କୌଣସି ବୟାନ ନଦେବାକୁ…

ୱାକଫ ଆଇନକୁ ନେଇ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇ ଏପରି କହିଲେ ମମତା

କୋଲକତା: ପଶ୍ଚିମବଙ୍ଗରେ ୱାକଫ ଆଇନକୁ ନେଇ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟର ମୁସଲିମ ସମ୍ପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବ । ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ବିଶ୍ୱ ନବକାର…

ରଣକ୍ଷେତ୍ର ପାଲଟିଲା ଜମ୍ମୁ କାଶ୍ମୀର ବିଧାନସଭା; ଠେଲାପେଲା ସହ ହାତାହାତି ହେଲେ ବିଧାୟକ

ଶ୍ରୀନଗର: ୱାକଫ୍ ଆଇନକୁ ନେଇ ଆଜି ମଧ୍ୟ ତୃତୀୟ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ପାଟିତୁଣ୍ଡ ସହ ମୁଥ ମରାମରି ଭିତରେ ରଣକ୍ଷେତ୍ର ପାଲଟିଲା ବିଧାନସଭା ପରିସର । ତେବେ ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା…

ଉଠୁଛି ପଡୁଛି କେନ୍ଦୁଝର ପୀଠ, ଆରମ୍ଭ ହୋଇଛି ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର: ଆଜିଠାରୁ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏହା ୮୯ ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ । ଏଥିପାଇଁ ମନ୍ଦିରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଚଇତି ପର୍ବର ସୁପରିଚାଳନା…

ଆମେରିକା Vs ଚୀନ୍…ବଢିଲା ଟ୍ରେଡ ଓ୍ବାର ଆଶଙ୍କା

ନୂଆଦିଲ୍ଲୀ: ଆମେରିକାର ଟାରିଫ୍, ଚୀନର ପାଲଟା ଟାରିଫ୍ । ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ । ବିଶ୍ବର ଦୁଇ ମହାଶକ୍ତି ମୁହାଁମୁହିଁ । ବଢିଲା ଟ୍ରେଡ୍ ଓ୍ବାର ଆଶଙ୍କା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ୧୦୪ପ୍ରତିଶତ ଟାରିଫ ଲଗାଇବା…

ରାସାୟନିକ ମିଶ୍ରଣ ବେଳେ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଟିଟଲାଗଡ: ଟିଟଲାଗଡ ଜିଲ୍ଲା ସଇଁତଳା ବଡମାଳ ୟୁନିଟ୍ ୬ ଅଞ୍ଚଳରେ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି । ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଶିବ ଶଙ୍କର ଭୋଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାସାୟନିକ…