Latest Odisha News

BREAKING NEWS

କେଶ ଝଡିବାରୁ ମିଳିବ ମୁକ୍ତି; ଲଗାନ୍ତୁ ମେଥି ହେୟାର ମାସ୍କ

ଭୁବନେଶ୍ବର: କେଶ ଝଡିବା,ଡେନଡ୍ରଫ ସମସ୍ୟା ଆଜିକାଲି ସାଧାଣ ସମସ୍ୟା ପାଲଟିଛି । ଏହାକୁ ଦୂର କରିବା ପାଇଁ ବଜାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦରକାର ନାହିଁ । ଘରେ ଥିବା ମେଥି ଏହି ସମସ୍ୟା ଦୂର କରି ପାରିବ । କାରଣ ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ ପ୍ରଚୁର ପରିମାଣରେ…

ରାଜ୍ୟରେ ଖସିବ ପାରଦ: ୨ ଦିନ କୁହୁ଼ଡି ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ଏହାସହ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

ଟେଡି ଡେ; ଟେଡି ବିୟରରେ ନିବିଡ଼ ହୁଏ ସମ୍ପର୍କ

ଭୁବନେଶ୍ଵର: ଫେବୃଆରୀ ୭ରୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ଆଜି ହେଉଛି ଟେଡି ଡେ’ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, ଆଜିର ଦିନରେ ପ୍ରେମୀଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ…

ଏହି ବ୍ୟାୟାମ ଦ୍ବାରା ଦୂର ହେବ ଆଖିର କଳା ଦାଗ..

ଭୁବନେଶ୍ବର: ଆଜିର ଜୀବନଶୈଳୀରେ ଲେଟ୍ ନାଇଟ୍ ଜାଗିବା ସାଧରଣ କଥା ହେଲାଣି । ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି ଯୁବପିଢୀ ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ବାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ଯାଏଁ ଉଜାଗର ରହିବା…

ମାର୍ଚ୍ଚ ୧ରେ ଦୁଲୁକିବ ବାରବାଟୀ, ଆସୁଛନ୍ତି ସଂଗୀତର ଜାଦୁଗର ଅରଜିତ୍ ସିଂ

ଭୁବନେଶ୍ୱର: ଓଡ଼ିଶାର ସଂଗୀତ ପ୍ରେମୀମାନଙ୍କୁ ନିଜ ରୋମାଣ୍ଟିକ ସଙ୍ଗରେ ହଜେଇବାକୁ ଆସୁଛନ୍ତି ଅରଜିତ୍ ସିଂ । ସେ ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ଭାବେ ପରିଚିତ କଟକରେ ଏକ ଲାଇଭ୍ କନସର୍ଟ କରିବେ । ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ତାରିଶ ଏଣ୍ଟରଟେନମେଣ୍ଟ ଏବଂ ଆନନ୍ଦ…

ବାରବାଟୀ ଫାଇଟ୍: ମ୍ୟାଚ୍‌ ସହ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟିରେ ଭାରତର ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍‌ରେ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା । ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର…

ସେଲ୍‌ଫି ନେବାବେଳେ ଗୋଡ଼ ଖସି ଯୁବକ ନିଖୋଜ

କଳାହାଣ୍ଡି: ସେଲଫି ନେବା ହେଲା କାଳ । ସେଲ୍‌ଫି ନେବାବେଳେ ଗୋଡ ଖସିଯିବାରୁ ଜଳପ୍ରପାତରେ ପଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ । ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା…

ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଯଯାତି-୨୦୨୫ର ଉଦଘାଟନ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ସାମିଲ ହୋଇ ଯାଜପୁର ପାଇଁ ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୫୦ କୋଟି ଟଙ୍କାରେ ମା' ବିରଜା ମନ୍ଦିରର…

ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ପୋଲିସରେ ଅଭିଯୋଗ କରିବାପରେ ଚୋରକୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ, ଫେବୃଆରୀ ୪ ତାରିଖରେ ପ୍ରୀତମଙ୍କ…

ସ୍ବାସ୍ଥ୍ୟକ୍ଷେତ୍ରକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜରେ ଆୟୋଜିତ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ)ର ୭୪ତମ ବାର୍ଷିକ ରାଜ୍ୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟରେ ସ୍ବାସ୍ଥ୍ୟ ସେବା ଉପରେ ବକ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ।…