ରାଜ୍ୟରେ ପ୍ରବଳ ଖରା ଅନୁଭୂତ; ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ
ଭୁବନେଶ୍ବର: କିଛି ଦିନର କାଳବୈଶାଖୀ ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ବହିବା ସହ ଗୁଳୁଗୁଳି ମଧ୍ୟ ପ୍ରବଳ ମାତ୍ରାରେ ଅନୁଭବ ହେବ । ଆସନ୍ତା୧୪ ତାରିଖ ଯାଏଁ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ…