Latest Odisha News

BREAKING NEWS

ଓ୍ୱାକଫକୁ ନେଇ ଅନୁରାଗଙ୍କ ବୟାନ, ସିଧା ଉଠି ଶୁଣାଇଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ରାଜ୍ୟସଭାରେ ଜୋରଦାର ପ୍ରତିବାଦ କରିଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଓ୍ୱାକଫ୍‌ ଜମି ହଡ଼ପ ଅଭିଯୋଗର ସେ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, "ବିଜେପି ସାଂସଦ ଯେଉଁ ଅଭିଯୋଗ ଲଗାଉଛି, ତାହା…

ଟ୍ରମ୍ପଙ୍କ ଟାରିଫ: ଏସିଆରେ ଟଙ୍କା ଆଗରେ ଝଟକା ଖାଇଲା ଡଲାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ୍‌ ଘୋଷଣା ପରେ ଗୁରୁବାର ସକାଳେ କରେନ୍ସି ବଜାରରେ ଡଲାର ଆଗରେ ରହିଥିଲା। କିନ୍ତୁ ଦିନ ଶେଷ ହେବା ସୁଦ୍ଧା ଭାରତୀୟ ମୁଦ୍ରା ଟଙ୍କା ନିଜର ଶକ୍ତି ଦେଖାଇ ଡଲାରକୁ ପଛରେ ପକାଇ ଦେଇଛି। ସକାଳେ ୨୭ ପଇସାରେ ଆରମ୍ଭ…

ଲାଞ୍ଚ ଅଭିଯୋଗରେ ଜୁନିଅର କ୍ଲର୍କଙ୍କୁ ୪ ବର୍ଷ ଜେଲଦଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲଦାର ଅଫିସର ପୂର୍ବତନ ଜୁନିଅର କ୍ଲର୍କ ସୁକାନ୍ତ କୁମାର ଦାସଙ୍କୁ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲକୁ ପଠାଯାଇଛି। ବର୍ତ୍ତମାନ ଜଗତସିଂହପୁର କଲେକ୍ଟୋରେଟ୍‌ର ଜୁନିଅର କ୍ଲର୍କ ଭାବରେ ନିଯୁକ୍ତ ସୁକାନ୍ତଙ୍କୁ କଟକ ଭିଜିଲାନ୍ସ…

ଛେପ ପକାଇବା ଏବଂ ଆବର୍ଜନା ପାଇଁ ୫୮୧ ଜଣଙ୍କୁ ଜରିମାନା

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ଗତ ମାର୍ଚ୍ଚ ୨୦୨୫ରେ ରେଳ ଷ୍ଟେସନରେ ଛେପ ପକାଇବା ଏବଂ ଆବର୍ଜନା ପକାଇବା ପାଇଁ ୫୮୧ ଜଣଙ୍କୁ ଜରିମାନା ଆଦାୟ କରାଯାଇଛି । ଏହି କାର୍ଯ୍ୟ ସମଗ୍ର ରେଳ…

ବେଆଇନ ବାଲି ଘାଟରେ ଚାଲିଛି ଲୁଟ୍

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଆଇନ ବାଲି ଘାଟ । ନାମକୁ ମାତ୍ର ଲିଜ୍ ନେଇ ମନ ଇଚ୍ଛା ଲୁଟି ଚାଲିଛନ୍ତି ଲିଜଧାରୀ । ଯାହା ଫଳରେ ଦିନକୁ ଦିନ ବିଗିଡିବାରେ ଲାଗିଛି ପରିବେଶ ପ୍ରଦ୍ୟୁଷଣ । ଅଭିଯୋଗ କଲେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ । ଏନେଇ ଯାଜପୁର ବ୍ଲକର…

ଲୋକୋ ପାଇଲଟ୍ ସ୍ବାମୀଙ୍କୁ ନିର୍ଧୁମ ପିଟିଲେ ମହିଳା, ନ୍ୟାୟ ପାଇଁ ଥାନାରେ ହାଜର…

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ପିଟୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଲୋକୋ ପାଇଲଟ୍ ଥିବା ସ୍ୱାମୀ ଲୋକେଶ କୁମାର ମାଞ୍ଝି ନିକଟରେ ଏସପି ଅଫିସରେ ପହଞ୍ଚି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ…

ଶ୍ରୀମନ୍ଦିର ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜି ତଳେ ପଡ଼ିବା ଘଟଣା, ସେବାୟତଙ୍କ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରରେ ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜିଟି ଭାଙ୍ଗି ତଳେ ପଡ଼ିଛି। ଏହାକୁ ସୁରକ୍ଷିତ ଭାବେ ନରଖିବା ଯୋଗୁଁ ସେବାୟତମାନେ ପ୍ରଶ୍ନ କରିଛନ୍ତି। ତେବେ ଏହି ମଗର ମୁଣ୍ଡଟିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଳେ…

ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ହେଲା ଦେୟମୁକ୍ତ

ନୂଆଦିଲ୍ଲୀ: ଏଣିକି ଆଉ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପାଇଁ ଚାର୍ଜ ଦେବାକୁ ପଡିବ ନାହିଁ । ଆର୍ଥିକ ସଂସ୍ଥାଗୁଡ଼ିକ ଏନେଇ ଯେଉଁ ଚାର୍ଜ ଲଗାଉଥିଲେ, ତାହା ଏବେ ଆଉ ଲଗାଯିବ ନାହିଁ । ଏଣିକି ଦେୟମୁକ୍ତ ହେବ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପ୍ରକ୍ରିୟା । ଏନେଇ ଏକ୍ସରେ ସୂଚନା…

ପୁଣି ଥରେ ଯୋଗୀ ସରକାର, ନା ଆଉ କିଏ? ଏମିତି କହିଲେ ଶାହ….

ନୂଆଦିଲ୍ଲୀ: ପୁଣି ରିପିଟ୍ ହେବେ କି ଯୋଗୀ ସରକାର ? ତୃତୀୟ ଥର ପାଇଁ ସରକାର ଗଢିବେ କି? ୨୦୨୭ରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତର ପ୍ରଦେଶର ଦାୟିତ୍ବ ନେବେ କି ନାହିଁ, ସେନେଇ ଲୋକସଭାରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି…

‘କେଶରୀ ଚାପ୍ଟର ୨’; ଟ୍ରେଲରକୁ ପ୍ରଶଂସା କଲେ ଅଭିନେତା ଅଜୟ ଦେବଗନ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କେଶରୀ ଚାପ୍ଟର ୨'ର ଟ୍ରେଲର ରିଲିଜ ହୋଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏହାକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟଙ୍କ ସହିତ ଫିଲ୍ମର ମୁଖ୍ୟ ନାୟକ ଅକ୍ଷୟ କୁମାର ମଧ୍ୟ ଉପସ୍ଥିତ…