ଏହି ଦିନ ଲଞ୍ଚ ହେବ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ..
ନୂଆଦିଲ୍ଲୀ:ଫୋଲଡେବଲ୍ ଆଇଫୋନ୍ ର ଅପେକ୍ଷାର ଶୀଘ୍ର ଅନ୍ତ ହେବାକୁ ଯାଉଛି । ଆପଲର ପ୍ରଥମ ଫୋଲଡେବଲ୍ ଆଇଫୋନର ଲିକ୍ ସାମ୍ନାକୁ ଆସିଛି । ଏହି ଆଇଫୋନ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ ।
ଏକ୍ସ ୟୁଜର ହାୟଓ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବିଷୟରେ ତଥ୍ୟ ସେୟାର…