ଟ୍ରମ୍ପଙ୍କ ଟାରିଫ: କେଉଁ ଦେଶରେ ସର୍ବାଧିକ ପ୍ରଭାବ ପଡ଼ିବ, ଭାରତ କେତେ ଘାଟାରେ ପଡ଼ିବ?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଏପ୍ରିଲ୍ରୁ ରେସିପ୍ରୋକାଲ ଟାରିଫ୍ ଲଗାଇଛନ୍ତି। ଏହା ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଭାରତ ମଧ୍ୟ ଏହି ଟାରିଫ୍ର ପ୍ରଭାବରେ ପଡ଼ିପାରେ। ଟ୍ରମ୍ପଙ୍କ କହିବା ଅନୁସାରେ, ଏହି ନୀତି ସମସ୍ତ ଦେଶକୁ ଲାଗୁ ହେବ, କେବଳ ବଡ଼ ବ୍ୟାପାର…