ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଗନ୍ନାଥଙ୍କ ବ୍ୟଙ୍ଗ ଚିତ୍ର,କ୍ଷୋଭ ପ୍ରକାଶ କଲେ ଜଗନ୍ନାଥ ପ୍ରେମୀ
ପୁରୀ: ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବ୍ୟଙ୍ଗ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଜଣେ ଧଳା ଲୁଗା ପିନ୍ଧିଥିବା ସ୍ତ୍ରୀ ଲୋକ…