Latest Odisha News

BREAKING NEWS

ୱାଘା ସୀମା ବନ୍ଦ କରି ନିଜ ନାଗରିକଙ୍କୁ ଗ୍ରହଣ କରିବାକୁ କଲା ମନା ପାକିସ୍ତାନ

ନୂଆଦିଲ୍ଲୀ/ଅମୃତସର: ପାକିସ୍ତାନ ଗୁରୁବାର ଦିନ ଅଟାରୀ-ୱାଘା ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରି ନିଜର ନାଗରିକଙ୍କୁ ଗ୍ରହଣ କରିବାକୁ ମନା କରିଦେଇଛି । ଯେଉଁମାନେ ଭାରତ ସରକାରଙ୍କ ଅନୁମତି ପରେ ସେମାନଙ୍କ ଦେଶକୁ ଫେରିବାକୁ ପ୍ରସ୍ତୁତ ଥିଲେ। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିଲା…

ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ: ଚାରି ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ସତର୍କତା

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହିତ କୁଆପଥର ମାଡ଼ ଯୋଗୁଁ ୪୦ରୁ ଅଧିକ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇଥିବା ବେଳେ ପ୍ରାୟ ୧୦୦ଟି ବିମାନ ବିଳମ୍ବିତ ହୋଇଛି। ଦିଲ୍ଲୀର ଦ୍ୱାରକାରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ…

କିଟ୍‌ରେ ଛାତ୍ରୀ ମୃତ୍ୟୁ; ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ: ନେପାଳ ମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାରେ ଉଦ୍‌ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ…

ମଧୁମେହ ରୋଗ ହାଡ଼କୁ ମଧ୍ୟ ପ୍ରଭାବିତ କରେ..!

ଭୁବନେଶ୍ବର: ମଧୁମେହକୁ ପ୍ରାୟତଃ କେବଳ ବ୍ଲଡ ସୁଗାର ରୋଗ ବୋଲି ଲୋକେ ଭାବିଥାନ୍ତି, କିନ୍ତୁ ଏହା ଧୀରେ ଧୀରେ ଶରୀରର ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ। ଏହା କେବଳ ଆଖି, କିଡନୀ କିମ୍ବା ହୃଦୟକୁ ପ୍ରଭାବ ପକାଏ ନାହିଁ, ବରଂ ଏହା ହାଡ଼ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଥାଏ। କିଛିଦିନ ତଳେ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ

ମୟୂରଭଞ୍ଜ: ଓଡିଶାର ଅନେକ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଭେଟି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଡେରା ପକାଇ ଥିବା…

ସାଧାରଣ ପାଣି ବଦଳରେ ନିମ ପାଣିରେ କରନ୍ତୁ ସ୍ନାନ, ମିଳିବ ଏହି ଲାଭ..

ଭୁବନେଶ୍ବର: ଆଜିକାଲି ଲୋକମାନେ ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ପଡୁଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ରିମ୍ ଭଳି ଅନେକ ରାସାୟନିକ ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହା ଚର୍ମକୁ ଆହୁରି କ୍ଷତି ପହଞ୍ଚାଇବାର ଆଶଙ୍କା ବଢ଼ାଇଥାଏ। ଏହା ବଦଳରେ ଆପଣ ନିମ ପତ୍ର ପାଣିରେ ଗାଧୋଇବା ଦ୍ୱାରା…

ମେ’୧୦ରେ ତୁଳା ରାଶିରେ ପ୍ରବେଶ କରିବେ ଚନ୍ଦ୍ର, ଏହି ରାଶିଙ୍କୁ ମିଳିବ ସଫଳତା

ଭୁବନେଶ୍ବର: ମେ'୧୦ ତାରିଖରେ ଚନ୍ଦ୍ର, ଶୁକ୍ରଙ୍କ ରାଶି ତୁଳାରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ଚନ୍ଦ୍ରଙ୍କୁ ମନ,ମାନସିକ ସ୍ଥିରତା, ଭାବନା ଏବଂ ସମ୍ବେଦନର କାରକ ଭାବରେ ବିଶ୍ବାସ କରାଯାଏ । କୁଣ୍ଡଳୀରେ ଚନ୍ଦ୍ରଙ୍କ ସ୍ଥିତି…

ଶ୍ରୀ ଭାଗବତ ସାର ୨୪: ଭାଗବତ ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ଏପରି ଏକ ଅମୂଲ୍ୟ ଗ୍ରନ୍ଥ ଯାହା କେବଳ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ରେ ସୀମିତ ନୁହେଁ। ଏହା ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରିଥାଏ। ରାଜା ପରୀକ୍ଷିତ ଅଠାଅଶି ହଜାର ସାଧୁଙ୍କ ସଙ୍ଗ ଲାଭ କରି…

ରାଜସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଉତ୍ସବ: ୧୭ ସମୀକରଣ ୨୫ରେ ହେବ କି ପୁନରାବୃତ୍ତି!

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୫ରେ ନିଜର ଫର୍ମକୁ ଫେରିଥିବା ଜଣାପଡ଼ିଛି । ରାଜସ୍ଥାନ ରୟାଲ୍ସକୁ ନିଜ ଘରୋଇ ମୈଦାନରେ ୧୦୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଚଳିତ ସିଜିନରେ ଲଗାତାର ଷଷ୍ଠ ବିଜୟ ସହ ଏମଆଇ ଏବେ ଟ୍ରଫି ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ସିଜନ୍‌ର…

ମିଳିଲା ପାକ୍ ସେନା ମୁଖିଆଙ୍କ ଠିକଣା, ଲଙ୍କାରେ ରାମନାମ ଭଳି ଦେଲେ ବୟାନ

ଲାହୋର: ଲଙ୍କାରେ ରାମନାମ ଭଳି ଏବେ ପାକିସ୍ତାନ କହୁଛି ଶାନ୍ତିର କଥା । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ସେନା ମୁଖିଆ ଜନରେଲ୍ ଅସୀମ୍ ମୁନୀର ନିଖୋଜ ହୋଇଯାଇଥିଲେ । ଭାରତର ଆକ୍ରମଣ ଭୟରେ ସେ ଦେଶ ଛାଡି ପଳାଇ ଯାଇଥିଲେ ବୋଲି ପାକିସ୍ତାନରେ ଚର୍ଚ୍ଚାର…