Latest Odisha News

BREAKING NEWS

ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ: ଦେଶ ଛାଡ଼ିନଥିବା ନାଗରିକଙ୍କୁ ମିଳିବ କଡ଼ା ଦଣ୍ଡ!

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ହୋଇଛି। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଥିଲା ଭାରତ। ଯାହା ଏପ୍ରିଲ ୨୭ ତାରିଖରେ ଶେଷ ହୋଇଛି। ଆଉ ଏହି ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ।…

ଗ୍ରୀଷ୍ମ ଋତୁରେ ସପେଟା ଖାଆନ୍ତୁ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ଭୁବନେଶ୍ବର: ମିଠା ସପେଟାର ଋତୁ ଆସିଯାଇଛି। ଏହି ସମୟରେ ବଜାରରେ ସପେଟା ଅଧିକ ପରିମାଣରେ ବିକ୍ରି ହେଉଛି। ସମସ୍ତେ ଏହାର ରସାଳ ଏବଂ ମିଠା ସ୍ୱାଦ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ସପେଟା ପୋଷକତତ୍ତ୍ବରେ ଭରପୂର ଅଟେ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ପରି ଅନେକ ପୋଷକ…

ଆଇନ ପେଶାର ଅଭିଭାବକତ୍ୱ ଓ ମଧୁବାବୁ

ଲେଖକ: ବିଭୁ ପ୍ରସାଦ ତ୍ରିପାଠୀ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ରାଜ୍ୟର ସମସ୍ତ ଆଇନଜୀବୀ ଦପ୍ତର ଗୁଡ଼ିକରେ ସଭା ସମିତିର ଆୟୋଜନ କରାଯାଇଛି। ଆଇନ ପେଶାରେ ଏକବିଂଶତମ…

ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆହୁରି ୪ ଦିନ କାଳବୈଶାଖୀ ବର୍ଷା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ସମ୍ବଲପୁର ସମେତ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ବୁଧ କରିବେ ରାଶି ପରିବର୍ତ୍ତନ; ଆରମ୍ଭ ହେବ ସୌଭାଗ୍ୟ ଦିନ

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ବିଶେଷ ମହତ୍ତ୍ବ ରହିଛି । ତେବେ ଗ୍ରହମାନଙ୍କର ରାଜକୁମାର ବୁଧ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ବୁଧ, ମୀନ ରାଶିରେ ଅବସ୍ଥିତ । ଆସନ୍ତା ୭ ମେ'ରେ ବୁଧ ମେଷ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କୁ ବୁଦ୍ଧି,…

ଶ୍ରୀ ଭାଗବତ ସାର ୨୦: ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ଲାଭ କଲା ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପୁଣି ଶୁକଦେବ ମହାତ୍ମାଙ୍କ ମୁଖରୁ ଏଭଳି ଅପୂର୍ବ ସୁଯୋଗ କିଏ ବା ହାତଛଡା କରିବ। ଅଠାଅଶୀ ହଜାର ମୁନି ଋଷି ତନ୍ମୟ ହୋଇ ଏହା ଶ୍ରବଣ କଲେ। ଏଥିରୁ ଜଣାଯାଏ ବେଦର ନିଗୁଢ଼ ତତ୍ୱ, ବ୍ରହ୍ମ ସୂତ୍ର ତଥା ଉପନିଷଦର…

ରାଜଧାନୀ ରାଜରାସ୍ତାରେ ପାକିସ୍ତାନୀ ପତାକା, କିଏ ଲଗାଇଲା ଚିହ୍ନଟ କରି ଗିରଫ କରିବାକୁ ଦାବି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ପାକିସ୍ତାନୀ ପତାକା ଲାଗିଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ…

ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ  ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବୌଦ୍ଧରେ ଲୁଟ୍ ଉଦ୍ୟମ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ 

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମନୋଜ ପାତ୍ର (୩୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ବାଇପାସର ଜଗଦୀଶପୁର ଛକ ନିକଟରେ ମନୋଜ ତାଙ୍କ ଘର ନିର୍ମାଣ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ରେଳବାଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସହଜ ଓ ଆରାମଦାୟକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଉଦ୍ୟମରେ ରେଳବାଇ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଲୋଅର ବର୍ଥ ସଂରକ୍ଷଣ, ହ୍ୱିଲଚେୟାର ସୁବିଧା ଏବଂ…