ବାଇକ୍ ସହ ଧକ୍କା ହୋଇ କୂଅରେ ପଡ଼ିଲା କାର; ୧୦ ମୃତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଅପରାହ୍ନରେ ଏକ କାର କୂଅରେ ଖସିପଡିଛି । ଏହି ଅଘଟଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।
ଖବରମୁତାବକ, କାରଟି ଏକ ବାଇକ୍ ସହିତ ଧକ୍କା ହୋଇ କୂଅରେ ପଡ଼ିଗଲା। ସେମାନଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଯାଇଥିବା ବ୍ୟକ୍ତି ମଧ୍ୟ ପ୍ରାଣ…