ରାଜ୍ୟରେ ବଦଳିବ ପାଗ; ୨୯ରୁ ପୁଣି ବଢ଼ିବ ଖରା
ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ପୁଣି ବଦଳିବ ପାଗ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ହେଲେ ରାଜ୍ୟରେ ପୁଣି ଫେରିବ ହିଟ୍ୱେଭ । ୨୯ରୁ ପୁଣି କଲବଲ କରିବ ତାତି । ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏଁ…