Latest Odisha News

BREAKING NEWS

ଯେଉଁ ଗାଁକୁ ଗଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ଦେଖିବାକୁ ପାଇଲିନି: ମନ୍ତ୍ରୀ

ଭୁବନେଶ୍ଵର: ମୟୂରଭଞ୍ଜରେ କ୍ଷୟକ୍ଷତି ଆକଳନକୁ ନେଇ ରୋଚକ ତଥ୍ୟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଷ ପୂଜାରୀ । ଯେଉଁ ଗାଁକୁ ଗଲେ ବି ଦେଖିବାକୁ ପାଇଲେନି ଗୋଟେ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର । ଯଦି ସରକାରୀ ଆବାସ ଘର ନିର୍ମାଣ ହୋଇଥାନ୍ତା ତାହେଲେ ଏତେ ପରିମାଣର କ୍ଷତି ହୋଇ ନ ଥାନ୍ତା ।…

‘ମିଲ୍କି ବିଉଟି’ ଟ୍ୟାଗ୍ ଉପରେ କିଛି ଏମିତି ପ୍ରତିକ୍ରିୟା ରଖିଲେ ତମନ୍ନା…

ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା ‘ଓଡେଲା-୨’କୁ ନେଇ ହେଉ, ଏବେ ସବୁବେଳେ ଖବର ପାଲଟିଛନ୍ତି ତମନ୍ନା ଭାଟିଆ । ତେବେ ସାଧାରଣ ଭାବେ…

ବାଂଲାଦେଶରେ ସେନା, ସିକ୍ରେଟ୍ ମିଟିଂ, ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ଟ୍ବିଷ୍ଟ । ଫେରିବ ଆଓ୍ବାମି ଲିଗର ପରିବର୍ତ୍ତିତ ରୂପ ! ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ ।  ପୁଣି ଅସ୍ଥିରତା, ସଡକରେ ସେନା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ନିକଟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନ…

ମ୍ୟାଚ ଅବସରରେ ଖଲୀଲ କଣ ଦେଲେ ରିତୁରାଜଙ୍କୁ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଚେପକ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ ଅବସରରେ ଗୋଟିଏ ଘଟଣା ଏବେ ସୋସିଆ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ପଡିଆ ମଝିରେ ଖଲୀଲ ଅହମ୍ମଦ ତାଙ୍କ ପକେଟରୁ…

କାଳି ଟ୍ୟାକ୍ସି; ଜୋଫ୍ରା ଆର୍ଚରଙ୍କୁ ନେଇ ହରଭଜନ ସିଂଙ୍କ ବିବାଦୀୟ ବୟାନ… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ନିଜ କମେଣ୍ଟ୍ରିକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କମେଣ୍ଟ୍ରି ବେଳେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଟାର୍ଗେଟ କରି ତାଙ୍କୁ…

ଶୁଣୁନାହାନ୍ତି ସରକାର, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଖି, କାନ, ପାଟି ସବୁ ଖୋଲନ୍ତୁ । ନାରୀ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଅନ୍ତୁ । ଗୃହ କମିଟି କରାଯାଉ ବୋଲି ଦାବି କରି କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏମିତିକି ଆସନ୍ତା ୨୭ରେ କଂଗ୍ରେସ…

ରିଲିଜ ହେଲା ‘କେସରୀ ୨’ ଟିଜର, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅକ୍ଷୟ କୁମାର

ମୁମ୍ବାଇ: ରିଲିଜ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର । କରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ…

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏୟାରପୋର୍ଟରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ…

ଜଙ୍ଗଲରୁ ମିଳିଲା ନାବାଳିକାର କଙ୍କାଳ, ହତ୍ୟା ଅଭିଯୋଗ

ଗଞ୍ଜାମ: ମିଳିଲା ଜବତ କଙ୍କାଳର ପରିଚୟ । କଙ୍କାଳଟି ଜଣେ ନାବାଳିକାର ହୋଇଥିବା ବେଳେ ଗତ କିଛି ଦିନ ଧରି ନାବାଳିକା ଜଣଙ୍କ ନିଖୋଜ ଥିଲେ । ତେବେ କେହି ଜଣେ ନାବାଳିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି…

ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା….

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଯେଉଁ ଯେଉଁମାନେ ଚିଟଫଣ୍ଡ ସଂସ୍ଥାର ଶିକାର ହୋଇ ନିଜର ଟଙ୍କା ହରାଇଛନ୍ତି, ସେମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ଏନେଇ ଆଜି ବିଧାନସଭାରେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଟଙ୍କା ଫେରସ୍ତ ନେଇ…