Latest Odisha News

BREAKING NEWS

ଠାକୁରଙ୍କୁ ବି ଛାଡ଼ିଲେନି, ତାଲା ଭାଙ୍ଗି ମନ୍ଦିରରୁ ସିରିଜ ଲୁଟ

ବାଲେଶ୍ବର: ମନ୍ଦିରରୁ ସିରିଜ୍ ଲୁଟ୍। ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି। ଲକ୍ଷାଧିକ ଟଙ୍କାର ମୁକୁଟ ସମେତ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ବାଲେଶ୍ବର ନୀଳଗିରି ଥାନା ପୋଡ଼ଶୂଳ ଅଞ୍ଚଳରେ ଥିବା ଶନି ଓ କାଳୀ ମନ୍ଦିରରୁ ଚୋରି…

ଜାଣନ୍ତୁ କେଉଁ ସହରରେ କଣ ରହିଛି ଆଜିର ତୈଳ ଦର

ଭୁବନେଶ୍ୱର: ଆଜି ଦେଶର କିଛି ସ୍ଥାନରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ମଧ୍ୟ ରହିଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୬୯ ପଇସା…

ଡିଲିମିଟେସନ୍‌ ବା ସୀମାନିର୍ଦ୍ଧାରଣ କ’ଣ ଓ ଆସନ ବଣ୍ଟନ କିପରି ହୁଏ?

ଭୁବନେଶ୍ୱର: ରାଜ୍ୟର ବିରୋଧୀ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ନେତା ଚେନ୍ନାଇରେ ଡିଲିମିଟେସନ୍‌ ବା ସୀମାନିର୍ଦ୍ଧାରଣ ବୈଠକରେ ଯୋଗ ଦେଇଥିଲେ । କେନ୍ଦ୍ରର ବିଜେପି ସରକାର ଏହି ସୀମାନିର୍ଦ୍ଧାରଣ ଜରିଆରେ ନିଜର ରାଜନୈତିକ ଫାଇଦା ଦେଖୁଛି ଯାହା ଅନେକ ରାଜ୍ୟକୁ କ୍ଷତି ପହଁଚାଇବ ବୋଲି…

ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ

ମୟୂରଭଞ୍ଜ: ଶିକାରୀ ଧରିବାକୁ ଯାଇଥିଲେ ହେଲେ ନିଜେ ହେଲେ ଶୀକାର। ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ। ବନ କର୍ମଚାରୀଙ୍କ ଫାଙ୍କା…

ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

ବିଜାପୁର: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନକ୍ସଲମାନେ ବିଜାପୁରର ଭୋପାଳପାଟନମ୍ ଅଞ୍ଚଳରେ ଏହି କାଣ୍ଡ ଘଟାଇଛନ୍ତି। ନକ୍ସଲ…

ବାସ୍ତୁ ଅନୁଯାୟୀ କେଉଁକେଉଁ ମୂର୍ତ୍ତିକୁ ଘରେ ରଖିବା ଉଚିତ୍..

ଭୁବନେଶ୍ବର: ଏପରି କିଛି ମୂର୍ତ୍ତି ରହିଛି ଯାହା ବାସ୍ତୁ ଅନୁଯାୟୀ ବହୁତ ଶୁଭ । ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ । ଯେପରିକି ଘରର ଡ୍ରଇଂ ରୁମ୍‌ରେ ଯୋଡ଼ି ହଂସଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ।…

ଘରେ ଝଗଡା ହେଉଛି କି..ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ବର: କିଛି କାରଣ ନଥାଇ ବି ଛୋଟଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଲାଗେ । ଏଭଳି କ୍ଷେତ୍ରରେ ବାସ୍ତୁଦୋଷ ଥାଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ.. -ଘରେ ପାଣି ଟ୍ୟାପ୍‌ରୁ ପାଣି ଲିକ୍‌…

ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଆସନ୍ତାକାଲିଠାରୁ ଉପରମୁହାଁ ହେବ ତାତି

ଭୁବନେଶ୍ୱର: କମିଗଲା ବର୍ଷା। ପୁଣି ବଢିବ ତାତି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ। ଆସନ୍ତାକାଲିଠାରୁ ଉପରମୁହାଁ ହେବ ତାତି। ୪ରୁ ୫…

ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଚାଲିଛି ଅପରେସନ ସାନ୍ୟାଲ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଏନକାଉଣ୍ଟର। ଆତଙ୍କବାଦୀ ଓ ସୁରକ୍ଷାକର୍ମଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ହିରାନଗର ସେକ୍ଟରରେ ଭାରତ-ପାକ୍‌ ସୀମାର ସାନ୍ୟାଲ ଗାଁରେ ରବିବାର ସନ୍ଧ୍ୟାରେ ସଦିଗ୍ଧ ଗତିବିଧି ପରେ, ତଲାସୀ ଅଭିଯାନ ଆରମ୍ଭ…

ଖାଇବା ପରେ ଲବଙ୍ଗ କାହିଁକି ଖାଆନ୍ତି..

ଭୁବନେଶ୍ବର: ଖାଦ୍ୟ ଖାଇବା ପରେ ଧୀରେ ଧୀରେ ୧-୨ଟି ଲବଙ୍ଗ ଚୋବାଇଲେ ଏହାର ରସ ପାଟିରେ ଭଲ ଭାବରେ ମିଶିଯାଏ। ଲବଙ୍ଗ କେବଳ ମୁଖ ସ୍ୱାସ୍ଥ୍ୟ ସହ ପାଚନ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଭଲ। ତେଣୁ ଖାଇବା ପରେ ୧ ରୁ ୨ଟି ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ନ୍ୟାସନାଲ ଲାଇବ୍ରେରୀ…