ଗ୍ରେନେଡ ଆକ୍ରମଣ ମାମଲାରେ ସେନା ଯବାନ ଗିରଫ
ପଞ୍ଜାବ: ଜଳନ୍ଧରରେ ଜଣେ ୟୁଟ୍ୟୁବରଙ୍କ ଘର ଉପରେ ଗ୍ରେନେଡ୍ ଫିଙ୍ଗିବା ଘଟଣାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି । ଗୁରୁବାର ସୂଚନା ଦେଇ ପଞ୍ଜାବ ପୋଲିସ କହିଛି ଯେ, ଗତ ମାସରେ ଜଳନ୍ଧରରେ ଜଣେ ୟୁଟ୍ୟୁବରଙ୍କ ଘର ଉପରେ ଗ୍ରେନେଡ ଫିଙ୍ଗିବା ଘଟଣାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି।…