ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୧୦ରୁ ଅଧିକ ଘର
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଡାକିବଜା ଗାଁରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ଘର । ଦେଖନ୍ତୁ କିଭଳି ଲାଗିଛି ନିଆଁ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ଲିଭାଇବାକୁ ସାହସ କରିପାରୁନାହାନ୍ତି ଲୋକେ । ସମସ୍ତଙ୍କ ଆଖି ଆଗରେ ଜଳିପୋଡ଼ି…