କେଉଁ ପାତ୍ରରେ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମିଳେ ଶୁଭଫଳ..
ଭୁବନେଶ୍ବର: ଆମେ ପ୍ରତିଦିନ ମା'ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିଥାଉ । ମା'ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ ଦେବୀ ତୁଳସୀ । ତେବେ ଜାଣିଛନ୍ତି କି, ସକାଳୁ ସକାଳୁ ତୁଳସୀ ଗଛରେ କେଉଁ ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ ।
ତମ୍ବା ଧାତୁରେ ନିର୍ମିତ ପାତ୍ରରୁ ତୁଳସୀ ଗଛରେ ଜଳ…