ଅଭିନେତ୍ରୀ ରାନ୍ୟାଙ୍କ ସ୍ମଗଲିଂ ମାମଲା: ଡିଜିପି ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟି
ନୂଆଦିଲ୍ଲୀ: ଝିଅ କଲା ଚୋରି, ବାପା ପାଇଲା ଦଣ୍ଡ । କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରାଚାଲାଣ ମାମଲାରେ ରାନ୍ୟାଙ୍କ ବାପା ତଥା ଡିଜିପି ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ କର୍ଣ୍ଣାଟକ ସରକାର । କର୍ଣ୍ଣାଟକ ଷ୍ଟେଟ୍ ପୋଲିସ ହାଉସିଂ ନିଗମର ଡିଜିପି ଭାବେ…