ହୋଲିରେ ହିଂସାକାଣ୍ଡ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ପୋଲିସ ଫୋର୍ସ ମୁତୟନ
ରାଞ୍ଚି: ହୋଲିରେ ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୋକାନରେ ନିଆଁ ଲଗାଇଦେଲେ ଅସାମାଜିକ। ଜଳିଲା ଦୋକାନ ଏବଂ ଗାଡ଼ି ମୋଟର। ଏହି ଘଟଣାରେ ଆହତ ହୋଇଛନ୍ତି ଅନେକ। ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଗିରିଡିହିରେ ଏଭଳି ଲଙ୍କାକାଣ୍ଡ ଘଟିଛି।
କିଛି ଅସାମାଜିକ ତତ୍ତ୍ଵ ଏଭଳି…