କଳାଜାଇରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ…
ଭୁବନେଶ୍ବର:ଚେହେରାରେ କଳାଜାଇ ଥିଲେ ସୁନ୍ଦର ଦିଶନ୍ତି ଖାସ୍ କରି ଝିଅମାନେ । କିନ୍ତୁ ଏହି ବ୍ୟୁଟି ସ୍ପଟ୍ ରୁ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ ।
ଯଦି କାହାର ନାକରେ କଳାଜାଇ ଥାଏ, ସିଏ ଭାଗ୍ୟଶାଳୀ ହୋଇଥାଏ । ଏଥିସହ ଜୀବନରେ ଖୁବ୍ ଉନ୍ନତି କରିଥାନ୍ତି। ଏହି…