ଏପରି ଜାଣନ୍ତୁ ଆପଣ ଘରେ ବାସ୍ତୁଦୋଷ ଅଛି କି ନାହିଁ..!
ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ ନହେଲେ ବାସ୍ତୁଦୋଷ ଲାଗେ। ଘରର ପ୍ରବେଶ ଦ୍ୱାରା ଦକ୍ଷିଣ ଦିଗରେ ଥିଲେ, ଘରର ପ୍ରବେଶ ଦ୍ୱାରା ଏକ ସିଧାରେ ହୋଇଥିଲେ, ରୋଷେଇ ଘର ଦକ୍ଷିଣ-ପୂର୍ବ କୋଣରେ ନ ହେବା ପରି ଜିନିଷ ବାସ୍ତୁଦୋଷର କାରଣ ହୋଇଥାଏ ।
ଧ୍ୟାନ ରଖନ୍ତୁ ଯଦି ଘରେ ପରିବାର…