Latest Odisha News

BREAKING NEWS

ଅମୃତ ଷ୍ଟେସନ ଯୋଜନା: ଓଡ଼ିଶାର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେସନର ନବୀକରଣ

ଭୁବନେଶ୍ଵର: କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି। ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ…

ଜମି ଓ ଚାକିରି ବଦଳରେ ଭିନେଶ ଫୋଗଟ ଚାହାଁନ୍ତି ୪ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ତଥା ଜିନ୍ଦର ଜୁଲାନା ବିଧାନସଭା କଂଗ୍ରେସ ବିଧାୟକ ଭିନେଶ ଫୋଗଟ ହରିୟାଣା ସରକାରଙ୍କୁ ତାଙ୍କ ପସନ୍ଦ ଜଣାଇ ଦେଇଛନ୍ତି। ଏପରିକି ସରକାରଙ୍କ ଦ୍ୱାରା ଦିଆଯାଇଥିବା ତିନୋଟି ବିକଳ୍ପ ମଧ୍ୟରୁ ଭିନେଶ ନଗଦ ପୁରସ୍କାର ବାଛିଛନ୍ତି। ରାଜ୍ୟର କ୍ରୀଡା ନୀତି ଅନୁଯାୟୀ ୪…

ରିତୁରାଜ ଓହରିଲେ, ଧୋନୀ ହେଲେ ଅଧିନାୟକ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଇତି ମଧ୍ୟରେ ଦଳର ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛି । ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କୋଚ ଷ୍ଟିଫେନ…

ବରଫ ଆଚ୍ଛାଦିତ ଉପତ୍ୟକାରେ ଚାଲିବ ‘ବନ୍ଦେ ଭାରତ’

ନୂଆଦିଲ୍ଲୀ: ଏପ୍ରିଲ ମାସର ମୃଦୁ ଶୀତଳତା ଏବଂ ବସନ୍ତର ପ୍ରସ୍ଫୁଟିତ ସୌନ୍ଦର୍ଯ୍ୟ। ହିମାଳୟର ବରଫାବୃତ୍ତ ଶିଖର, ସେଓ ଗଛରେ ଗୋଲାପୀ ଫୁଲର ଚାଦର ଏବଂ ସମତଳ ଭୂମିର ସବୁଜ ଘାସ।ଏସବୁ ଆଉ କେବଳ ଏକ କଳ୍ପନା ହୋଇ ରହିବ ନାହିଁ। କାରଣ ଖୁବ୍ ଶୀଘ୍ର ଆପଣ ଜମ୍ମୁ ଏବଂ କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବରେ…

ଜିନ୍ଦଲ ଓ କୃଷକ ସଂଗଠନ ମଧ୍ୟରେ ଚୁକ୍ତି; ମିଳିବ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି

ଯୋଡ଼ା: ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଅତି କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଜିନ୍ଦଲ ଏଜୁକେସନ ଏଣ୍ଡ ଓ୍ୱେଲଫେୟାର…

ଭିନେଶଙ୍କ ପରି ଓଜନ କମାଇବେ ଲଭଲୀନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ମହିଳା ବକ୍ସର ଲଭଲୀନା ବୋରଗୋହେନ ଓଜନ ବର୍ଗରେ ପରିବର୍ତନ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେ ୭୫ କିଗ୍ରା ବଦଳରେ ୭୦ କିଗ୍ରା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ…

ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ବଡ଼ ଯୋଜନା

ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବାକୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଲାଗି ସମସ୍ତ ପ୍ରସ୍ତୁତି ଶେଷ…

ଆଇଏଏସ କ୍ୟାଡରକୁ ପଦୋନ୍ନତି ପରେ ପ୍ରାଶାସନିକ ଅଧିକାରୀଙ୍କୁ ବିଭାଗ ବଣ୍ଟନ

ଭୁବନେଶ୍ବର: କେନ୍ଦ୍ର ଦ୍ୱାରା ସମ୍ପ୍ରତି ଆଇଏଏସ କ୍ୟାଡରକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ଓଡ଼ିଶା ସରକାର ନୂତନ କାର୍ଯ୍ୟ ଆବଣ୍ଟନ କରିଛନ୍ତି । ପଦୋନ୍ନତି ପାଇଥିବା କିଛି ଆଇଏଏସ୍ ଅଧିକାରୀଙ୍କୁ ସେମାନଙ୍କର ବର୍ତ୍ତମାନର ପୋଷ୍ଟିଂରେ ଜାରି ରଖିବାକୁ ଅନୁମତି ଦିଆଯାଇଛି । ସାଧାରଣ…

ଅଫରୋଡ୍‌ ଫିଚର ସହ KTMର ଏହି ବାଇକ୍ ହେବ ଲଞ୍ଚ; ଜାଣନ୍ତୁ ପ୍ରାଇସ..

ନୂଆଦିଲ୍ଲୀ: KTM ଭାରତୀୟ ବଜାରରେ ଏହାର ନୂତନ ବାଇକ୍ 390 Enduro R ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ବାଇକଟି ୩୯୦ ଆଡଭେଞ୍ଚରର ନୂତନ ଜେନେରେସନ ମଡେଲ ପରି । ଏହା ଏକ ଅଫ୍‌-ରୋଡ୍‌ କେନ୍ଦ୍ରିତ ବାଇକ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାଯାଇଛି ।…

କେମିତି ଆତଙ୍କବାଦୀ ହୁଅନ୍ତି ଲୋକେ ? ଜାଣିଲେ ତାଜୁବ ହୋଇଯିବେ …

ଭୁବନେଶ୍ୱର : ଆତଙ୍କବାଦ ଆଜି ସାରା ବିଶ୍ୱରେ ଏକ ଗମ୍ଭୀର ସମସ୍ୟା ହୋଇ ଉଠିଛି। ଓଡ଼ିଶାରେ ମଧ୍ୟ ନକ୍ସଲବାଦ ଓ ଅନ୍ୟାନ୍ୟ ଆତଙ୍କବାଦୀ ଗତିବିଧିର ପ୍ରଭାବ ଦେଖିବାକୁ ମିଳିଛି। କିନ୍ତୁ ପ୍ରଶ୍ନ ଉଠୁଛି, କେମିତି ସାଧାରଣ ଲୋକେ ଆତଙ୍କବାଦର ରାସ୍ତାକୁ ଯାଉଛନ୍ତି? ଏହି ବିଷୟରେ ବିଶେଷଜ୍ଞମାନେ ଓ…