Trump On Ind-Pak ceasefire: ‘ପରମାଣୁ ଯୁଦ୍ଧ ମୁହାଁ ଭାରତ ଏବଂ ପାକିସ୍ତାନ…’, ବୁଝୁନି…
ନୂଆଦିଲ୍ଲୀ: ବୁଝୁନି ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ
ବାରମ୍ଵାର ଦୋହରାଇ ନିଜକୁ ବୁଝାଉଛନ୍ତି
ୟାକୁ ମିଶେଇ ୩୬ ଥର କରିସାରିଲେଣି ଦାବି
"ଭାରତ-ପାକିସ୍ତାନ ଯୁଦ୍ଧ ମୁଁ ରୋକିଛି"
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଦିନ କିଛି ଏପରି କରନ୍ତି ଯାହା ତାଙ୍କୁ ଶିରୋନାମାରେ…