Latest Odisha News

BREAKING NEWS

ISIS links:ପାକିସ୍ତାନ ଓ ISIS ସହ ସମ୍ପର୍କରେ ଥିଲେ ଦୁଇ ଯୁବକ;ATS କଲା ଗିରଫ, ସନ୍ଦିଗ୍ଧଙ୍କ ରୁମରୁ ଏକ ମାନଚିତ୍ର…

ନୂଆଦିଲ୍ଲୀ:ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ISIS ସହ ସମ୍ପର୍କ ଥିବା ଅଭିଯୋଗରେ କର୍ଣ୍ଣାଟକର କଲବୁରାଗିଠାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଣ୍ଟି-ଟେରର୍ ସ୍କ୍ୱାଡ୍ (Anti-Terror Squad) ଏକ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଠାରୁ ଏ ସମ୍ପର୍କିତ ସୂଚନା ପାଇଥିଲା।…

୨୦୩୦ ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ୍‌ ସେବା;୩ଟି ୭୬୫/୪୦୦ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ୍…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା…

ଲାଞ୍ଚ ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର:ଲାଞ୍ଚ ମାମଲାରେ ଓଡ଼ିଶା ପ୍ରାଶାସନିକ ସେବା (ଓପ୍ରସେ) ଅଧିକାରୀ ତଥା ବରଗଡ଼ଜିଲ୍ଲା ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନାଙ୍କୁ କାରାଦଣ୍ଡ । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ ବିରୋଧରେ ଚାଲିଥିବା ଏକ ମାମଲାର ବିଚାର କରି ତାଙ୍କୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର; କୋଲକାତା ଟିମ୍‌ରେ ହେବେ କି ସାମିଲ?

ମୁମ୍ବାଇ: ଆଇପିଏଲ ୨୦୨୭ ପୂର୍ବରୁ ଟ୍ରେଡ୍ ୱିଣ୍ଡୋକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ମୁମ୍ବାଇ ଇଣ୍ଡିଆନ୍ସ  ପାଇଁ ବିଗତ କିଛି ସିଜନ୍‌ରେ ତାଙ୍କର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ…

ବିପଦ ସଙ୍କେତ ଟପିଲା ବୈତରଣୀ;ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ

ପାଟଣା: ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ନଦୀର ବିପଦ ସଙ୍କେତ ୩୧୧.୧୦ ମିଟର ଥିବାବେଳେ ଗୁରୁବାର ଅପରାହ୍ନ ୫ଟାରେ ଜଳସ୍ତର ୩୧୧.୩୭ ମିଟରରେ ପହଞ୍ଚିଛି। ଫଳରେ ନଦୀର ତଳିଆ ଅଞ୍ଚଳ ସମେତ…

ଗଣେଶ ଚତୁର୍ଥୀରେ ହୋଇପାରେ ଭାରତ-ଆଫଗାନିସ୍ତାନ ଟି୨୦ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ  ସେପ୍ଟେମ୍ବର ୧୪ ତାରିଖରେ ପଡ଼ୁଥିବା ଗଣେଶ ଚତୁର୍ଥୀ ଦିନ ଗୋଟିଏ ମ୍ୟାଚ୍ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ…

Auto Sector: ଅଟୋ ସେକ୍ଟରରେ ନୂଆ ରେକର୍ଡ ସ୍ଥାପନ; ଜୁଲାଇରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୩୪.୩% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଶିଳ୍ପ ସଂସ୍ଥା 'ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ' (SIAM) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଯାତ୍ରୀବାହୀ ଗାଡ଼ି (କାର୍), ଦୁଇ-ଚକିଆ ଏବଂ ତିନି-ଚକିଆ…

ଆରମ୍ଭ ହେବ ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍, ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍। ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ…

ସୁରକ୍ଷା ସହ କୌଣସି ସାଲିସ ନୁହେଁ: ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କ ଡ୍ରଗ୍ସ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ହେବ ଡୋପ୍‌ ଟେଷ୍ଟ। ଫୁକେଟ-ଦିଲ୍ଲୀ ବିମାନ ପାଇଲଟ ଡୋପ ଟେଷ୍ଟରେ ବିଫଳ ହେବାରୁ ଏୟାର ଇଣ୍ଡିଆ ଏପରି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆର ଗୁରୁଗ୍ରାମ ଏକାଡେମୀରେ ହେବ ଡ୍ରଗ୍ସ ଟେଷ୍ଟ କିମ୍ବା ଉଡ଼ାଣ ଶେଷ ପରେ ସମ୍ପୃକ୍ତ ବିମାନବନ୍ଦରରେ…

ଚିଲିକା ହ୍ରଦ ନାବାଳକ ହତ୍ୟା ଘଟଣା: ଏକାଥରେ ୧୮ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଗିରଫ। ସମସ୍ତ ଅଟକ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର। ମାତ୍ର ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ। ପ୍ରେସ୍‌ମିଟ୍‌ କରି ସୂଚନା ଦେଲେ ପୁରୀ ଏସ୍‌ପି ପ୍ରତୀକ ସିଂ। କୃଷ୍ଣପ୍ରସାଦ ବ୍ଲକ ଚିଲିକାରେ ଗତ ଅଗଷ୍ଟ…