Latest Odisha News

BREAKING NEWS

Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି…

ନୂଆଦିଲ୍ଲୀ:ବାଂଲାଦେଶର ସୁରକ୍ଷା ପରିସ୍ଥିତି ବିଗିଡୁଥିବାରୁ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ସରକାର ସେଠାରେ ନିୟୋଜିତ ଭାରତୀୟ କୂଟନୀତିଜ୍ଞଙ୍କ ପରିବାରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ…

ଯୁବତୀଙ୍କୁ ଅପହରଣ ଓ ମୁଣ୍ଡଜାମିନ ଘଟଣାରେ ଯୁବକ ଗିରଫ

ଭୁବନେଶ୍ୱର:ଯୁବତୀଙ୍କୁ ଅପହରଣ କରିଥିବା ଯୁବକ ଗିରଫ । ୧୭ ତାରିଖ ଦିନ ଯୁବତୀଙ୍କୁ ଅଟୋରେ ଅପହରଣ କରିଥିଲା ଅଭିଯୁକ୍ତ ।ସତ୍ୟନଗରରୁ ଅପହରଣ କରି ବିଡିଏ ଅଞ୍ଚଳରେ ବନ୍ଦୀ କରି ରଖିଥିଲା । ଯୁବତୀଙ୍କ ମାଆଙ୍କୁ ଫୋନ୍‌ କରି ୫ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା । ଟଙ୍କା ନଦେଲେ ଝିଅ…

Ama Bus:ମହିଳା ଚଲାଇବେ ‘ଆମ ବସ୍‍’, ତାଲିମ୍‌ ପାଇଁ ପୁନେ ଯିବେ

ଭୁବନେଶ୍ବର: ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍‍'। ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ । ଜାନୁଆରୀ ୩୧ରେ ୨୦ ମହିଳା ତାଲିମ୍‌ ପାଇଁ ପୁନେ ଯିବେ । ନଗର ଉନ୍ନୟନ ମନ୍ତ୍ରୀଙ୍କ 'ଆମ ବସ୍‍' ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ…

ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ସାଇବର ଠକେଇ ମାମଲାରେ ଚଢାଉ । ଗତକାଲି ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି । ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ…

ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…

ଭୁବନେଶ୍ୱର:ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ମମତା ବାନାର୍ଜୀଙ୍କ ଫୋର୍ଟ ୱିଲିୟମ ବୟାନ; ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲା ସେନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR)କୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ବାରମ୍ବାର କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ…

ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପ୍ରସ୍ତୁତିର ଅନ୍ତିମ ରୂପରେଖ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ…

AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଶଲ୍ୟଚିକିତ୍ସା(ସର୍ଜରୀ) କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି । AIIMSର ଶଲ୍ୟଚିକିତ୍ସା ବିଭାଗ ଗତ ୧୩ ମାସ ମଧ୍ୟରେ ୧୦୦୦ ରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର କରିଛି। ଏହା ଦେଶରେ ସବୁଠାରୁ କମ୍ ସମୟ ମଧ୍ୟରେ ସର୍ବାଧିକ…

ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ନୀତିକୁ କଡା ନିନ୍ଦା କରି ଜଣେ ବ୍ରିଟିଶ ସାଂସଦ ଟ୍ରମ୍ପଙ୍କୁ ଆମେରିକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବୋଲି କହିବା ସହ ତାଙ୍କୁ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ମଧ୍ୟ କହିଛନ୍ତି। ସଂସଦରେ ବ୍ରିଟିଶ ସରକାରଙ୍କୁ ସମ୍ବୋଧିତ କରି, ଏଡ୍ ଡେଭି…

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି…

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ ଘଟଣାରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସୂଚନା ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ…