କାହିଁକି ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର, ପଢନ୍ତୁ ଏହି ରିପୋର୍ଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଇନ୍ଧନ ଦର ପୁଣି ସାଧାରଣ ଲୋକଙ୍କ ପକେଟ୍କୁ ଝଟକା ଦେଇଛି। ସୋମବାର ହୋଇଥିବା ନୂଆ ଦର ସଂଶୋଧନ ପରେ ଭୁବନେଶ୍ୱରରେ ଡିଜେଲ ଦର ୧୦୦ ଟଙ୍କା ସୀମା ଟପିଛି। ସହରରେ ଡିଜେଲ ଏବେ ଲିଟର ପିଛା ୧୦୦ ଟଙ୍କା ୮୧ ପଇସାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲ ଦର ଲିଟର…