Latest Odisha News

BREAKING NEWS

କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଉଦଘାଟନ ହେଲା ଆଧୁନିକ ରୋଷେଇ ଘର..

ଭୁବନେଶ୍ବର: ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜିଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଏହା ପାଳନ ହେବ । ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ‘ପାଳନା’…

Khamenei calls Trump Criminal: ଆମେରିକା ଉପରେ ଭଡକିଲେ ଖାମେନେଇ; କହିଲେ, “ଅପରାଧି ଟ୍ରମ୍ପ୍, ଇରାନକୁ…

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା, ଆୟତୁଲ୍ଲା ଅଲି ଖାମେନେଇ ଶନିବାର ଦେଶରେ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଦାୟୀ କରି କହିଛନ୍ତି ଯେ ୱାଶିଂଟନ୍ ଇରାନକୁ ଗିଳିବା ଚାହୁଁଛି। ଏକ ଧାର୍ମିକ ଉତ୍ସବ ଅବସରରେ ସମର୍ଥକମାନଙ୍କୁ…

BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା

ମୁମ୍ବାଇ: ଅଭିନେତା-ଗାୟକ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମନୋଜ ତିୱାରୀଙ୍କ ମୁମ୍ବାଇ ବାସଭବନରୁ ଚୋରି ହୋଇଛି, ଏବଂ ୫.୪୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଚୋରି ଘଟଣାରେ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଅନ୍ଧେରୀ ପଶ୍ଚିମର ଶାସ୍ତ୍ରୀ ନଗର ଅଞ୍ଚଳରେ ଅବସ୍ଥିତ…

ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…

ଓ୍ବାଶିଂଟନ୍: ଇରାନରେ ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ୩୭ ବର୍ଷର ଶାସନର ଅନ୍ତ କରିବାକୁ ଆହ୍ୱାନ ଦେଇଛନ୍ତି, ଇରାନରେ ନୂତନ ନେତୃତ୍ୱ ଖୋଜିବାର ସମୟ ଆସିଛି ବୋଲି…

UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?

ନୂଆଦିଲ୍ଲୀ: ବଜେଟ୍ ୨୦୨୬ ଫେବୃଆରୀ ୧ ରେ ଉପସ୍ଥାପିତ ହେବ। ଏହି ବଜେଟ୍ ଦେଶର ସରକାର ଏବଂ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ପ୍ରମୁଖ ପ୍ରଶ୍ନ ସୃଷ୍ଟି କରେ। ସେହି ପ୍ରଶ୍ନ UPI ପେମେଣ୍ଟର ତ୍ରୁଟିକୁ ନେଇ, ଏହାକୁ ସମାଧାନ କରିବା ଏହି ବଜେଟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ରେକର୍ଡ କାରବାର…

Road Accident: ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର

ଅନୁଗୁଳ: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ…

Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜାନୁଆରୀ ୧୯ ତାରିଖ ତଥା ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ବନ୍ଦ ରହିବ ଅଭିଯୋଗ ଶୁଣାଣି ।…

Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୨୨.୨ କୋଟି ଟଙ୍କାର ଜରିମାନା ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଗତ ଡିସେମ୍ବର ମାସରେ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ ବିମାନ କମ୍ପାନୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହୁ ସଂଖ୍ୟକ…

Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆଜିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ଆକଳନ କରିଛି ବୋଲି ପାଣିପାଗ ବିଭାଗ । ହେଲେ କୁହୁଡି ବହୁ…

Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା

ଭୁବନେଶ୍ବର:ଘରୋଇ ଗ୍ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ ଦଳ(Vedanta Kalinga Lancers)। ଟେବୁଲ ଟପ୍ପର ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ର ଭୁବନେଶ୍ୱର ପର୍ଯ୍ୟାୟରେ SG ପାଇପର୍ସଙ୍କୁ ୬-୧…