Latest Odisha News

BREAKING NEWS

ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ…

ନିଯୁକ୍ତି ମେଳାରେ ନୂଆ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତିରୁ ଦୂରେଇ ରୁହ, ଲୋକଙ୍କ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରବିବାର ଦିନ ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ୧୬ତମ 'ନିଯୁକ୍ତି ମେଳା'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୧,୩୨୬ ଜଣ…

ଖୁରାନିଆଙ୍କ ଅବସର ପୂର୍ବରୁ ବଡ଼ ଖବର: ଡିଜି ପାହ୍ୟାକୁ ଉନ୍ନୀତ ହେଲେ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୪ ବ୍ୟାଚ୍‌ର ଦକ୍ଷ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ଅତିରିକ୍ତ ପୋଲିସ…

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼: କ୍ରାଇମବ୍ରାଞ୍ଚକୁ ପେନ୍‌ଡ୍ରାଇଭ୍ ଦେଲେ ବାପା, ଖୋଲିବ କି ହ୍ୱାଟ୍ସଆପ୍…

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଏବଂ ନିକଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି…

Earthquake shakes Colombia:ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଏହି ଦେଶ;୪୭ ମୃତ,ଭଗ୍ନାବଶେଷ ତଳେ ଅନେକ ଫସିଛନ୍ତି

ନୂଆଦିଲ୍ଲୀ:କଲମ୍ବିଆରେ ଭୟଙ୍କର ଭୂମିକମ୍ପ । କଲମ୍ବିଆରେ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁଁ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି ଭୂକମ୍ପରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୟୁରୋପୀୟ-ମେଦିଟେରେନିଆନ୍…

ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗ: ବିଜେପି ସରକାର ଓ ଟାଟା ପାୱାରକୁ ଘେରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ଏବଂ ବିଜୁଳି ସେବା ପରିଚାଳନାକୁ ନେଇ ରାଜ୍ୟ ବିଜେପି ସରକାର ଓ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ବିରୋଧରେ ବିଷୋଦ୍‌ଗାର କରିଛି ବିଜୁ ଜନତା ଦଳ । ଉଭୟଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟର ନିରୀହ ବିଦ୍ୟୁତ ଉପଭୋକ୍ତାମାନେ ଶୋଷଣର…

ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ: କୋଲକାତାର ଠାକୁରପୁକୁର ଥାନାରେ ଏତଲା ଦେଲେ ପରିବାର

କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତାରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହି ହାଇ-ପ୍ରୋଫାଇଲ୍ ପରିବାରର ସୁରକ୍ଷାକୁ…

ଟେଲିଭିଜନ୍ ଦୁନିଆରେ ଅଜୟ ଦେବଗନଙ୍କ ଏଣ୍ଟ୍ରି: ‘କ୍ରାଇମ୍ ପାଟ୍ରୋଲ୍’ର ନୂଆ ହୋଷ୍ଟ ସାଜିବେ ବଲିଉଡର…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଏବେ ଟେଲିଭିଜନ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ' 'କ୍ରାଇମ ପାଟ୍ରୋଲ'ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ'ର ପୂର୍ବତନ ହୋଷ୍ଟ…

ଗାଡ଼ି ଚାଳକ ସାବଧାନ! ବୈଧ ବୀମା ନଥିଲେ ଏବେ ଜବତ ହେବ ଗାଡ଼ି, କଟାଯିବ ଇ-ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଏବେ ରାଜ୍ୟ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଯଦି ବୈଧ ବୀମା ନଥାଏ, ତେବେ ଉକ୍ତ ଗାଡ଼ିକୁ ସିଧାସଳଖ ଜବତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।…

ଆଇନଜୀବୀଙ୍କ ଉପରେ ଭୁଜାଲିରେ ଆକ୍ରମଣ;ସ୍ଥାନୀୟ ଲୋକେ କଲେ ଉଦ୍ଧାର

ଜଳେଶ୍ୱର:ଆଇନଜୀବୀଙ୍କ ଉପରେ ଭୁଜାଲିରେ ଆକ୍ରମଣ ଘଟଣା ।ଗୁରୁତର ଆହତ ଆଇନଜୀବୀଙ୍କୁ ଜଳେଶ୍ୱର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ଜଳେଶ୍ୱର ପୋଲିସ। ଆଇନଜୀବୀ ଜଣକ ହେଲେ ସିଦ୍ଧାର୍ଥ ଦାସ । ଜଳେଶ୍ୱରରେ କୋର୍ଟରୁ କାର୍ଯ୍ୟ ସାରି ଫେରୁଥିବା ବେଳେ…