ବାଣ ବିସ୍ଫୋରଣ ;ଘଟଣା ସ୍ଥଳରେ ସାଣ୍ଟିଫିକ୍ ଟିମ୍ ଓ ବମ୍ ସ୍କ୍ବାର୍ଡର ତଦନ୍ତ ଆରମ୍ଭ
ଜଗତସିଂହପୁର: ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ହେଲେ ବଡ଼ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ…