Latest Odisha News

BREAKING NEWS

North Korea tests ballistic missiles: ଟ୍ରମ୍ପଙ୍କ ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ବଡ ପଦକ୍ଷେପ ନେଲା ଉତ୍ତର…

ନୂଆଦିଲ୍ଲୀ: ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି, ଏହା ପାଞ୍ଚ ମାସ ମଧ୍ୟରେ ଦେଶର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି ପରୀକ୍ଷଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତାମାନେ ଦକ୍ଷିଣ କୋରିଆରେ ସାକ୍ଷାତ କରିବାକୁ ସ୍ଥିର ହୋଇଥିବା କିଛି…

ହୁତୁହୁତୁ ଜଳିଲା ଭୁବନେଶ୍ୱରର ୟୁନିଟ୍-୧ ମାର୍କେଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ୟୁନିଟ୍-୧ ବଜାରରେ ବୁଧବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଅପରାହ୍ନରେ ଏକ ରାସନ୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗିବା ପରେ କିଛି ମିନିଟ୍ ମଧ୍ୟରେ ନିକଟସ୍ଥ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଅତି କମରେ…

Bill Gates In KSBKBT 2: ଟେଲିଭିଜନ ପରଦାରେ ଏକାଠି ନଜର ଆସିବେ ସ୍ମୃତି ଇରାନୀ-ବିଲ୍ ଗେଟ୍ସ, ‘କ୍ୟୁଙ୍କି…

ମୁମ୍ବାଇ: ବରିଷ୍ଠ ଟେକ୍ ବ୍ୟବସାୟୀ ଏବଂ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ସ୍ମୃତି ଇରାନୀଙ୍କ ଶୋ' 'କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି ୨' ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ଏହି ଟିଭି ଶୋ ଏବେ ଇତିହାସ ସୃଷ୍ଟି କରିବାକୁ ଯାଉଛି । କୁହାଯାଉଛି ଯେ ବିଲ୍ ଗେଟ୍ସ ଶୋ'ରେ ଏକ…

ଏହି ସିରିଜରେ ହୋଇପାରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ଓ ଟି୨୦ ସିରିଜରୁ ବାଦ ପଡିଥିଲେ । ରିପୋର୍ଟ ମୁତାବକ ହାର୍ଦ୍ଦିକ ଏବେ ଦିନକୁ ଦିନ ଫିଟ ହେବାରେ ଲାଗିଛନ୍ତି । ଯେତେଦୂର ସମ୍ଭବ ସେ…

US And Iran On Nuclear Program: ପରମାଣୁ ନେଇ ପୁଣି ଛିଡିବ କି ଯୁଦ୍ଧ?

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଇରାନ ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଥିବା ବେଳେ, ଆମେରିକା ପୁଣି ଥରେ କହିଛି ଯେ ଏହା ତେହେରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦେବ ନାହିଁ।ଆମେରିକାର ଏହି…

ଉଡ଼ାଣର କିଛି ସମୟ ପରେ ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି ମୁମ୍ବାଇ ବିମାନବନ୍ଦରରୁ ନ୍ୟୁଆର୍କ ଅଭିମୁଖେ ଉଡ଼ାଣ ଭରିଥିଲା।…

୧୭ ବର୍ଷ ହେବ ଆଡିଲେଡରେ ହାରିନି ଭାରତ: କୋହଲି-ରୋହିତଙ୍କ ପାଇଁ ବଡ ଚ୍ୟାଲେଞ୍ଜ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଆଡିଲେଡ ଓଭାଲରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ଆଡିଲେଡରେ ଭାରତର ରେକର୍ଡ ଭଲ ରହିଛି । ୧୭ ବର୍ଷ ହେବ ଦିନିକିଆରେ ଭାରତ ଏଠାରେ…

ଏହି ମନ୍ଦିରରେ ମଦ ଭୋଗ ହୁଏ, ଦୀପର ତେଲ ଭଲ କରୁଛି ରୋଗ !

ବାରଣାସୀ: ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ହେଲେ ଏମିତି ବି କିଛି ମନ୍ଦିର ରହିଛି ସେ ସମ୍ପର୍କରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁ କେଉଁ କାଳରୁ ମନ୍ଦିରରେ ଅଖଣ୍ଡ ଦୀପ ଜଳୁଛି । ବାରଣାସୀରେ ଥିବା କାଳ ଭୈରବୀ ମନ୍ଦିର ସମ୍ପର୍କରେ ବୋଧ ହୁଏ କେହି ଜାଣିଥିବେ । ଏହି…

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ୱାର୍ଡର ନିଲମ୍ବିତ

ବାଲେଶ୍ବର: କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ଏବେ ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ…

Baby Dua: ବର୍ଷେ ପରେ ମୁହଁ ରିଭିଲ୍ କଲେ ରଣଭୀର, ଦୀପିକା; କାହା ଭଳି ଦେଖାଯାଉଛି ଝିଅ ଦୁଆ, ଇଣ୍ଟନେଟରେ ବିତର୍କ…

ମୁମ୍ବାଇ: ବଲିଉଡର ଅନ୍ୟତମ ଚର୍ଚ୍ଚିତ ଦମ୍ପତି, ଦୀପିକା ପାଦୁକୋନ ଏବଂ ରଣଭୀର ସିଂହ, ଏହି ଦୀପାବଳିରେ ସେମାନଙ୍କ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବା ପାଇଁ ଜଣାଶୁଣା ଏହି ଦମ୍ପତି ଶେଷରେ ତାଙ୍କ ଝିଅ ଦୁଆଙ୍କ ମୁହଁକୁ ସାରା ବିଶ୍ୱ ସମ୍ମୁଖରେ…