ଓଡ଼ିଶା ପୋଲିସରେ ନେତୃତ୍ୱ ପରିବର୍ତ୍ତନ: ଅଗଷ୍ଟ ୧୬ରେ ଅବସର ନେବେ ଡିଜିପି, ନୂଆ ମୁଖିଆ ରେସ୍ରେ ଆର.ପି. କୋଚେ ଓ…
ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଖୁବ୍ଶୀଘ୍ର ଏକ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଶେଷ ହେବାକୁ ଯାଉଛି। ତାଙ୍କର କାର୍ଯ୍ୟକାଳ ଆଉ ବୃଦ୍ଧି ପାଇବାର କୌଣସି…